logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଆଖିର ମଇଳା
ମେଡ ସିଲିଃ
ଆଖିର ମଇଳା ଲୁହ ଝରିଲେ ବାହାରି ଆସେ ।
ମେଡ ସିଲିଃ ମେଡ ଦାଃ ଅଲ୍ଲରେ ଏଳାଃ ନା ।

ଆଖିର କଜଳ
ମେଡ କାଜଳା
ଅଧିକାଶଂ ସ୍ତ୍ରୀ ଲୋକ ଆଖିରେ କଜଳ ଲଗାନ୍ତି ।
ପୁରେଃତେ ପୁରେଃ କୁଇହନ୍‍କ ମେଡରେ କ କାଜଳା ନା ।

ଆଣ୍ଠୁ
ମୁକୁଇ
ଗୁରୁଜନମାନଙ୍କୁ ଆଣ୍ଠୁମାଡି ନମସ୍କାର କରନ୍ତି ।
ଗୁରୁ,ଗୁରୁମୀକ ମୁକୁଇ ଇକୁମ୍‍ କେଏତେବୁ ଜୱାରା କୱା ।

ଆତ୍ମୀୟ ସ୍ୱଜନ
ଆପାନାଃ ଅଳାଃ ହୋ
ଆତ୍ମୀୟମାନେ ସହଯୋଗ ବେଶୀ କରନ୍ତି ।
ଆପାନାଃ ଅଳାଃ ହୋ'କ ଏସୁ ପୁରେଃ କ ଦେ ଙ୍ଗାଃ ।

ଆଈ
ନାନା
ଆଈ ବୁଢୀର ଗପ ଶୁଣୁଶୁଣୁ ନିଦ ଆସିଲା ।
ନାନାଃ କାହାନୀ ଆୟୁମ୍‍ ଆୟୁମ୍‌ତେ ଦୁଉମ୍‍ ହଜୁଃଏନେ ।

ଆଈଶାଶୁ
ଜିଆଞ୍ଜହାନାର
ଶାଶୁମା'ର ବହୁକୁ ଆଈଶାଶୁ କହନ୍ତି ।
ଏଙ୍ଗା ହନାରାଃଆ ଏଙ୍ଗାତେ ଦ ଜିଆଂ ହାନାରକ ମିତାଇୟା ।

ଆତ୍ମା
ରଆ
ଆତ୍ମା ଅମର ଅଟେ ।
ରଆ କା ଗଜଃଆ ।

ଆନନ୍ଦ
ରାଁସା/ରାସିକା
ରଜ ଦୋଳି ଖେଳ ପିଲାମାନଙ୍କୁ ଆନନ୍ଦ ଲାଗେ ।
ରଜ/ରାଜାସାଲା ଡିଲୁଆ ଇନୁଂ ହନ୍‍କ ଏସୁ ରାଁସାକ ଆଦାୟଃ ।

ଆଚାର
ଆଚାର
ଲେମ୍ବୁ ଆଚାର ଭଲଲଗେ ।
ଲିମ୍ବୁ ଆଚାର ଏସୁ ବୁଗିନା ।

ଆମିଷ
ଆଈଁସି
ଗୁରୁବାର ଦିନ ଆମିଷ ଖାଇବା ମନା ।
ଗୁରୁବାର୍‍ ମୁସିଂ ଆଇଁସି ଜମ୍‍ ମାନା ଗେୟା ।


logo