logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅମାବାସ୍ୟା
ନିର୍‍ସାନ୍ଦି
ଅମାବାସ୍ୟା ଦିନ ଘନ ଅନ୍ଧାର ହୁଏ ।
ନିର୍‍ସାନ୍ଦି ମୁସିଂ ଏସୁ ନୁବେଃ ।

ଅଧିବର୍ଷ
ଲାନାଆଃ ସିର୍ମା
ଚାରିବର୍ଷରେ ଥରେ ଅଧିବର୍ଷ ହୁଏ ।
ପୁନ୍‍ ସିର୍ମାରେ ମିସେ ଲାନା'ଆ ସିର୍ମା ହବନା ।

ଅଷ୍ଟମୀ
ଅସ୍‍ଟିମ
ଅଷ୍ଟମୀ ତିଥିରେ ବଡ ପୁଅଙ୍କୁ ନୁଆ ବସ୍ତ୍ର ଦିଆଯାଏ ।
ଅଷ୍ଟିମ୍‍ ମୁସିଂ ପୁଣୁଏ ହନ୍‍କ ନାମା ଲିଜାଃ କ ଏମାକୱା ।

ଅତର
ସଆନ୍‍ ସୁନୁମ୍‍
ଆଜିକାଲି ଅତରର ବ୍ୟବହାର ବେଶୀ ।
ନାଆବାର୍‍ ସିଂ ସଆନ୍‍ ସନୁମ୍‍ ପୁରେଃକ ଅଜଃନ୍‍ ତାନା ।

ଅମାନିଆ
କାମାନାତିଂ ନିଃ
ଅମାନିଆ ପିଲା ବହୁତ ଦୁଷ୍ଟ ହୁଅନ୍ତି ।
କା'ମାନାତିଂ ହନ୍‍କଏ ସୁଜଅର୍‍ କ କେଚଳଆ ।

ଅପରାଧ
ଦୋଷୀକାର୍‍
ଅପରାଧ କାର୍ଯ୍ୟ କଲେ ଦଣ୍ଡ ମିଳେ ।
ଦୋଷୀକାର୍‍ ୟାନ୍‍‌ରେ ଦାଣ୍ଡେ ନାମୱାଃ ।

ଅଦଳବଦଳ
ବପଦଲ
ଅତୀତର ହାଟଗୁଡିକର ଜିନିଷ ଅଦଳବଦଳ କାର୍‍ବାର ହେଉଥିଲା ।
ଆୟର୍‍ ଦିନେଃ (ମୁନୁ) ହା'ଟ କରେ ଗିନିଷ କ କ ବପଦଲେ ତାଇକେନା ।

ଅତୀତ
ସେନଃୟାନ୍ ଦିନ୍
ଅତୀତରେ ଗୌରବ କଥା ମନେପଡେ ।
ସେନଃୟାନ୍ ଦିନ୍ ରେୟାଃ ବିତିଆମ୍‌ମାନ୍ ଜାଗାର କ ଉଲୁଃ ବେଟାଓ୍ୱଃ ତାନା ।

ଅନ୍ତେବାସୀ
ତାଇଜାପାଃଆକାନ୍‍କ
ମୁସଲମାନ ସମ୍ପ୍ରଦାୟ ଅନେକ ଦିନରୁ ଭାରତର ଅନ୍ତେବାସୀ ହୋଇ ରହି ଆସୁଛନ୍ତି ।
ମୁସଲମାନ୍‍ କ ଏସୁଦିନେଏ ତେ ଭାରତ ରେ କ ଟାଇଜାପାଃ ଆକାନା ।

ଆଖି
ମେଡ୍‍
ଆଖିବିନା ଜୀବମାନେ ଦେଖି ପାରନ୍ତି ନାହିଁ ।
ମେଡ୍‍ କା'ରେ, ଜୀଉ କ କାକ ନେଲ୍‍ନାମ ଦାଇୟେଃ ।


logo