logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅରୁଆ ଚାଉଳ
ଆଦଆ ଚାଉଲି
ଅରୁଆ ଚାଉଳ ପୂଜା କାମରେ ଲାଗେ ।
ଆଦଆ ଚାଉଲି ବଙ୍ଗାବୁରୁ ପାଇଟିରେ ହୁଜୁଃଏ ।

ଅଦା
ଆଦା
ବାଡ଼ିରେ ଅଦା ଚାଷ ହୋଇଛି ।
ବାକାଇରେ ଆଦା ଚା'ଆଶଆ କାନା ।

ଅମୃତ ଭଣ୍ଡା
ଜମେବିନ୍ଦି
ଅମୃତଭଣ୍ଡା ପାଚିଛି ।
ଜମେବିନ୍ଦି ମାତା'କାନା ।

ଅଶ୍ୱଥ
ହେସାଃ
ଅଶ୍ୱଥ ଗଛ ମୂଳେ ଗାଈ ଅଛି ।
ହେସାଃ ଦାରୁ ବୁଟେରେ ଗୁଣ୍ଡି ମିନାଃଇୟେ ।

ଅରଖ
ପାଲାଟି
ଅରଖ କ୍ଷୀରରେ ଔଷଧୀୟ ଗୁଣ ଅଛି ।
ପାଲାଟି ସସଏଃରେ ରେଏଡ୍‍ ଗୁ'ନ ମିନାଃ ।

ଅଁଳା
ମେରେଲ୍‍
ଅଁଳା ଖାଇବା ଭଲ ।
ମେରେଲ ଜମେରେ ବୁଗିଏନ ।

ଅଳଙ୍କାର
ସା'ଜ ସିଙ୍ଗେର୍‍
ଝିଅମାନେ ଅଳଙ୍କାର ପସନ୍ଦ କରନ୍ତି ।
କୁଇ ହନକ ସା' ଜସିଙ୍ଗେର୍‍ ଏ ସୁକ ସୁକୁଆଃ ।

ଅଣ୍ଟା ସୂତା
ମାୟାଂଡରା
ଅଣ୍ଟା ସୁତା ଛିଣ୍ଡି ଗଲା ।
ମାୟାଂ ସୁତାମ୍‍ ସିଡ୍‍ ଜାନା ।

ଅଜଗର
ଅଜ୍‍ଗର୍‍ ବିଞ୍ଜ/ତୁନିଲ୍‍ବିଂ
ଅଜଗର୍‍ ସାପ ବଣରେ ରହେ ।
ଅଜଗର୍‍ ବିଞ୍ଜ ବିର୍‍‌ରେଃ ତାଇନେ ।

ଅନ୍ଧାର
ନିଦେ/ନୁବେଃ
ଅନ୍ଧାରକୁ ଡର ଲାଗେ ।
ନିଦେ ନୁବେଃ ଏସୁ ବର ଆଦାୱାଃ ।


logo