logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅବିବାହିତା
ଡାଙ୍ଗୁଏ/ଡିଣ୍ଡେ
ଝିଅଟା ଅବିବାହିତା ।
ଡାଙ୍ଗୁଏ/ଡିଣ୍ଡେ କୁଇହନ ।

ଅବିବାହିତ
ଡାଙ୍ଗୁଏ କଳା/ଡିଣ୍ଡେ
ପିଲାଟା ଅବିବାହିତ ।
ଡାଙ୍ଗୁଏ/ଡିଣ୍ଡେ କଳା ।

ଅସୁସ୍ଥ
ହାସୁ ହମଅଁ
ଲୋକଟି ଅସୁସ୍ଥ ।
ମିଡଃ ହୋ ହମଅ ହାସୁରେ ମିନାଃଇଏ ।

ଅଣ୍ଡିରା ପିଲା
କଆହନ୍‍
ଅଣ୍ଡିରା ପିଲା ଖେଳୁଛି ।
କଆହନ୍‍ ଇନୁଂତାନା ।

ଅଣନାତି
ଗୁଙ୍ଗୁହନ
ଅଣନାତି କଥାମାନୁ ନାହିଁ ।
ଗୁଙ୍ଗୁଂ/କୁକୁ କାଜି କାଏଃ ଆୟୁମ୍‍ତାନା ।

ଅଜା
ତାତାଂ
ଅଜା ଗପ କହୁଛି ।
ତାତାଂ ବାକୁଣୀଇ ତାନା ।

ଅତିଥି
କୁଣିଆଁ/ କୁପୁଲ
ଘରକୁ ଅତିଥି ଆସିଲେ ।
ଆୱାତେ କୁପୁଲକ୍‍/କୁଣିଆଁକ ହୁଜୁଃୟାନା ।

ଅଭିନେତା ଅଭିନେତ୍ରୀ
ବାଳୁଇ କଳା
ଅଭିନେତା ଅଭିନେତ୍ରୀ ମାନେ ନାଟକ ମଞ୍ଚସ୍ଥ କରୁଛନ୍ତି ।
ବାଳୁଇ କଳାକୁଳିକ ପିର୍‍କାଲ୍‍ ଇନୁଂତାନ ।

ଅପରିଚିତ
କାଉପୁରୁମ୍‍ ହୋ
ଅପରିଚିତ ଲୋକ ।
କାଉପୁରୁମ୍‍ ହୋ ।

ଅଭିଭାବକ
ଗୁସିୟାଁ
ପିଲାର ଅଭିଭାବକ ନାହାନ୍ତି ।
ହନାଃ ଗୁସିୟାଁକ କାଂକୁଏ ।


logo