logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଅଣ୍ଟା
ମାୟାଁଙ୍‍
ଅଣ୍ଟା ବିନ୍ଧୁଛି ।
ମାୟାଁଙ୍‍ ହାସୁଞ୍ଜ ତାନା ।

ଅଶ୍ରୁ
ମେଡ୍‍ଦାଃ
ଆଖିରୁ ଅଶ୍ରୁ ଝରାଇଲା ।
ମେଡ଼ଦାଃ ଜରୟାନା ।

ଅଂଗୁଳି
ତି ଆଙ୍ଗୁଳି/ଗାଣ୍ଡା
ହାତ ଅଙ୍ଗୁଳି ।
ତି ଆଙ୍ଗୁଳି/ତି ଗାଣ୍ଡା ।

ଅନାମିକା
ଚୁଣ୍ଡୁଲ ଆଙ୍ଗୁଳି
ମଝି ଓ କାନି ଆଙ୍ଗୁଳି ମଝିରେ ଅନାମିକା ଆଙ୍ଗୁଳି ଅଛି ।
ତାଲା ଗାଣ୍ଡା ଅଣ୍ଡଃ କାନି ଗାଣ୍ଡା ତାଲାରେ ଲୁକୁ ଗାଣ୍ଡା ମେନାଃ ।

ଅଂଗୁଳିର ପବ
ଗାଣ୍ଡାରେୟାଃ ଉଟି
ଗୋଟିଏ ଅଙ୍ଗୁଳିରେ ଏକାଧିକ ପବ ଅଛି ।
ମିୟାଡ୍‍ ଗାଣ୍ଡାରେ ସାଙ୍ଗି ଉଟି ମେନାଃ ।

ଅଂଗୁଳିର ଅଗ୍ର
ଗାଣ୍ଡା ଚୁଟିଃ
ଆଙ୍ଗୁଳିର ଅଗ୍ରଭାଗ ନରମ ଅଟେ ।
ଗାଣ୍ଡା ଚୁଟିଦ ଲେବେଃଆ ।

ଅଣ୍ଡକୋଷ
ଲୁଷେ
ଅଣ୍ଡକୋଷରେ ଯନ୍ତ୍ରଣା ହେଉଅଛି ।
ଲୁଷେରେ ହାସୁତେନେ ।

ଅନ୍ତନାଳି
ଲାଇବିତାର ପଟା
ଅନ୍ତନାଳି ଘା' ହୋଇଛି ।
ଲାଇଃ ପଟାରେ ଗାୱାକାନା ।

ଅନ୍ଧ
କାଣା
ଅନ୍ଧ ଦେଖିପାରେ ନାହିଁ ।
କାଣା କାଏଃ ନେଲ୍‍ଲାମା ।

ଅନାଥ
ଆମ୍ବାରବ
ଅନାଥ ପିଲା ଦୁଃଖ ପାଏ ।
ଆମ୍ବାରବ୍‍ ହୋନ୍‍ ଦୁଃକୁଃନାମେଆ ।


logo