logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅରମା
ସଲାମାଲା
ଆମେ ଆମ ବାରିର ଅରମା ସଫା କରୁ |
ଆମୁ ମାଇ ବାଡାତାରା ସଲାମାଲା କେଲି ଗିପିନାମୁ |

ଅନୁଛ୍ଛେଦ
ପାହାଡି
ତୁମେ ପ୍ରତିଦିନ ପାଞ୍ଚୋଟି ଅନୁଛ୍ଛେଦସାହିତ୍ୟ ପଢ |
ଈନୁ ଡଃନା ପାଞ୍ଚଟା ପାହାଡି ସାହିତ୍ୟ ପଡି ଆମୁ |

ଅଧ୍ୟ୍ୟୟନ
ପଡିଆବା
ଧର୍ମ ପୁସ୍ତକ ଅଧ୍ୟ୍ୟୟନ ଜୀବନ ପାଇଁ ଭଲ |
ପେନୁ ପୁତି ପଡିଆବା ନୀମ୍ବାସେଲୁ ନେଗି |

ଅସନା
ସପ୍ରା
ପିଲାଟା ବହୁତ ଅସନା ହୋଇଛି |
ମୀଡା ଗାମେ ସପ୍ରା ଆଜାନେ |

ଅକଲ
ଏଲୁ
ବଣରେ ବାଘ ଦେଖି ମୋର ଅକଲ ହଜିଗଲା |
ଗସାତାନି କ୍‍ଡାଡି ମେହାନା ନାନ୍ଦେ ଏଲୁ ମ୍ରାଙ୍ଗାତେ |

ଅଟ୍ଟାଳିକା
ସାଞ୍ଜାମାନି ଦେରିଇଡୁ
ଧନୀକମାନେ ଅଟ୍ଟାଳିକାରେ ରହନ୍ତି |
ପାନ୍‍ମ୍ବାଗାଟାକା ସାଞ୍ଜାମାନି ଇଟ୍‍କାନି ରାହି ଆଇନେରୁ |

ଅଳନ୍ଧୁ
ଆଲାଜ୍ରାଣ୍ଡୁ
ରୋଷେଇ ଘରେ ଅଳନ୍ଧୁ ଲାଗେ |
ୱାଜାଇଡୁତାନି ଆଲାଜ୍ରାଣ୍ଡୁ କକ୍ନେ |

ଅଳପ
ଇକେ
ମଦ ଖାଇଲେ ଅଳପ ଆୟୁ ହୁଏ |
କାଲୁ ଉଟେକା ଇକେ ବାସାରେନି ନୀମ୍ବା ଆନେ |

ଅଳିଆ
ରୂଡାବର
ଅଳିଆ ଖାତରେ ଗଦା କରି ପୋତି ପକାଅ |
ରୂଡାବର ଗାଡାତାନି ପୁଟାଗିଆନା ମୁସ୍‍ଦୁ |

ଅନ୍ଧ
କାଣାଙ୍ଗା
ଅନ୍ଧକୁ ବାଟ ଦେଖାଇ ଦିଅ |
କାଣାଙ୍ଗାଇ ପାହେରି ତସ୍‍ଦୁ |


logo