logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଆଖିରେ ରଖିବା
ମାରୁ ମାରୁ ଗିୱା
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ୍‍ |
ଟାଡିତାଞ୍ଜି ତାଡା ମୀଡାକାନି ମାରୁ ମାରୁ ଗିୱା ଆନେ |

ଆଖିରେ ପଡିବା
ଉଦାପେ ମେଃପା
ଯାଉ ଯାଉ ସାପ ଉପରେ ମୋର ଆଖି ପଡିଲା |
ସାଜେ ସାଜେ ଆନୁ ସ୍ରାସୁ ତିନିଈ ଉଦାପେ ମେଃତେ |

ଆଗ୍ରହ
କାରାକାସା
ପାଠ ପଢ ସହିତ କ୍ରିଡାରେ ଆଗ୍ରହ ରଖି ଥାଅ |
ପାଟ ପଡି ଆବାତିକେ କାହାସେଲୁ କାରାକାସା ଆଦୁ |

ଆଖି
କାନୁ
ଆମେ ଆଖିର ଯତ୍ନ ନେବା ଉଚିତ |
ଆଜୁ କାନୁ ଲପ୍‍କା ଲୂଡାମାନେ |

ଆବିଷ୍କାର
ଦାହାନା ତ‍ସ୍‍ପା
କଲମ୍ବସ ଆମେରିକା ଆବିଷ୍କାର କରିଥିଲେ |
କଲମ୍ବସ ଆମେରିକାତିନି ଦାହାନା ତସ୍ତେଞ୍ଜୁ |

ଆବୃତ୍ତି
ଏସା
ରବି ଶ୍ରେଣୀରେ କବିତା ଆବୃତ୍ତି କଲା ନାହିଁ |
ରବି ଶ୍ରେଣୀତାନି ଗାଡି ଏସା କୂତେଞ୍ଜୁ |

ଆକାଶ
ମୂଡେଙ୍ଗି
ନୀଳ ଆକାଶ ସୁନ୍ଦର ଦେଖାଯାଏ |
ନୀଲି ମୂଡେଙ୍ଗି ସାଞ୍ଜା ତସ୍କିମାନେ |

ଆମ୍ବ
ମାହା
ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ |
କାରା ଡେଲିତାନି ମାହା ମାସ୍କିମାନେ |

ଆହା
ଆଇଗ
ଆହା, ବୁଢୀଟି କେତେ ଦୁଃଖ ପାଉଛି |
ଆଇଗ ବୁଡାଗାଟାଞ୍ଜୁ ଇସେ ଜୂଗାଈମାନେଞ୍ଜୁ |

ଆହ୍ଲାଦ
ରେହା
ନୂଆ ବହି ଦେଖି କୁନି ଆହ୍ଲାଦ ପାଉଛି |
ପୁନି ପୁତି ମେହାନା କୁନି ରେହା ଆଇମାନେ |


logo