logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଆଙ୍କୁଡି
ଗଡି
ଆଙ୍କୁଡି ସାହାଯ୍ୟରେ ଆମ୍ବ ତୋଳାଯାଏ |
ଗଡିଡାଇ ମାହା ଏସ୍‍ପା ଆଇମାନେ |

ଆୟୋଜନ
ତଲଗିବା
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଏ |
ଇସ୍କୁଲିତାନି ବାସାରିତାରା ରେହା ତାଲଗିବା ଆଇମାନେ |

ଆହୁରି
ସାରକି
ଭଲ ଫଳ ପାଇବାକୁ ହେଲେ ଆହୁରି ପରିଶ୍ରମ କର|
ନେଗିପଲ ପାନ୍‍ମ୍ବାସେଲୁ ଆତେକା ସାରକି କାବାଡି ଗିଦୁ |


ଇଶ୍ୱର
ପେନୁ
ଇଶ୍ୱର ଆମ ସୃଷ୍ଟି କର୍ତ୍ତା ଅଟନ୍ତି |
ପେନୁ ମାଙ୍ଗେ ଗାଡି ଗିଆମାଞ୍ଜାନେଞ୍ଜୁ |

ଇଟା
ଇଟା
ଇଟା ଗଢି ପୋଡାଯାଏ |
ଇଟା ଲାଇ ଗିଆନା ମ୍‍ଡ଼ଃପା ଆଇନେ |

ଇସ୍ତ୍ରୀ
ଇସ୍ତ୍ରୀ
ଇସ୍ତ୍ରୀ କରିବା ପରେ ପୋଷାକ ପିନ୍ଧିବା ଭଲ |
ଇସ୍ତ୍ରୀ ଗିଆନା ସିଣ୍ଡାଦାନ୍ଦା ଟାଟା ନେଗି |


ଉତ୍ତର
ଆସ୍‍ପା
ପ୍ରଶ୍ନର ସଠିକ ଉତ୍ତର ଦିଅ|
ୱେଞ୍ଜାନାରା ଟିକ୍ୱାଡାଈ ଆସ୍‍ଦୁ |

ଉଚିତ
ଟିକ୍ନା ଗ୍ରାପା
ପିଲାମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ |
ମୀଡାକାନି ଟିକ୍ନାଡାଈ ଗ୍ରାପ୍‍ଦୁ |


logo