logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ଶକ୍ତି
ଡାଟା
ଭାତ, ରୋଟି ଇତ୍ୟାଦିରୁ ଆମକୁ ଶକ୍ତି ମିଳେ |
ପାଲା ରୁଟିଡାଈ ମାଙ୍ଗେ ଡାଟା ୱାଇନେ |

ଶଙ୍ଖା
ସୁଡିଙ୍ଗା
ଶଙ୍ଖାରୀ ଶଙ୍ଖା ସଜାଇ ରଖିଛି |
ସଙ୍କାରି ସୁଡିଙ୍ଗା ରସାନା ଇଟାନେଞ୍ଜୁ |

ଶଙ୍ଖି
ମେଅ
ଆମର ଗୋଟିଏ ଶଙ୍ଖି ବିଲେଇ ଅଛି |
ମାନ୍ଦେ ରଣ୍ଡେ ମେଅ ମାନେ |

ଶତକ
ସହେବାହା
ଶହେରେ ଏକ ଶତକ ସ୍ଥାନରେ ଥାଏ |
ସହେତାନି ଏକ ସହେବାହାତାନି ମାନେ |

ଶବ୍ଦ
ସାଦା
ରାତିରେ ଶବ୍ଦ ଅଧିକ ଦୂରକୁ ଯାଇପାରେ |
ନାଡାଙ୍ଗି ସାଦା ଗାମେ ଦୁରୁକି ସାଲ୍‍ୱା ମୂନେ |

ଶର
ଗୂଡି
ଆଗ କାଳରେ ଧନୁଶର ଧରି ଯୁଦ୍ଧ କରୁଥିଲେ |
ୱୈଲେ ଗୂଡିଙ୍ଗାଡାଈ କାଲା ଗିପିସେରୁ |

ଶରଣ
ରୂଡା
ଗରିବ ଲୋକ ଧନୀଠାରେ ଶରଣ ନିଅନ୍ତି |
ପାନାନାକା ପାନ୍‍ ମ୍ୱାଗାଟାନିତ ରୂଡା ସାନେରୁ |

ଶରଧା
ଜୈ୍ଡ଼ା
ମହାତ୍ମା ଗାନ୍ଧିଙ୍କୁ ଆମେ ଶରଧାରେ ବାପୁ ଡାକୁ |
ମହାତ୍ମା ଗାନ୍ଦିଈ ଆଜୁ ଜୈଡାଡ଼ାଈ ବାପୁ ଇଞ୍ଜିନାସୁ |

ଶରୀର
ଗାଣ୍ଡି
ସୁସ୍ଥ ଶରୀର ସୁସ୍ଥ ମନ |
ନେଗି ଗାଣ୍ଡି ନେଗି ମନ |


logo