logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ମଇଳା
ସପ୍ରା
ମଇଳା ହାତରେ କିଛି ଖାଇବ ନାହିଁ |
ସପ୍ରା କାକାଡ଼ାଈ ଆନାୱେ ତିନ୍‍ମ୍ବା କୂନା |

ମଇଁଷି
କରୁ
ଆମେ ହଳେ ମଇଁଷି ପାଳିଛୁ |
ଆମୁଁ ଅଲେକା କର୍‍କା ପହି ଗିପିନାମୁ |

ମଉଜ
ରେହା
ଛୁଟି ଦିନରେ ଆମେ ମଉଝ କରିଥାଉ |
ସଟି ଦିନାଗାଲା ଆମୁ ରେହା ଆଇନାମୁ |

ମଉସା
ଆଙ୍ଗମାମା
ଖରା ଛୁଟିରେ ମୁଁ ମଉସା ଘରକୁ ଯିବି |
କାରାଡେଲିତାନି ଆନୁ ଆଙ୍ଗ ମାମାରିତକି ସାଈ |

ମକା
ଜଏଲାକା
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଚାଷ ହୁଏ |
ନବରଙ୍ଗପୁର ଦିନାତାନି ଗାମେ ଜଏଲାକା ତାସା ଆଇନେ |

ମଗର
ମାଗରାକା
ଗହୀରା ପାଣିରେ ମଗର ଭଲ ବଢନ୍ତି |
ଗାଡା ସିରୁତାନି ମାଗରାକା ନେଗି ବାଡି ଆନୁ |

ମଜା
ରେହା
ଦୋଳି ଖେଳିବାକୁ ମଜା ଲାଗେ |
ଦଲି ଦ୍ରୁଙ୍ଗା ଗାମେ ରେହାତାରି |

ମଝିରୁ
ମାଦେଡ଼ାଈ
ବାଡ଼ିଟା ଠିକ ମଝିରୁ ଭାଙ୍ଗିଗଲା |
ଡୂଡ଼ା ଟିକ୍ନା ମାଦେଡ଼ାଈ ଲେଙ୍ଗିତେ |

ମଞ୍ଜି
ପ୍‍ଡ଼େନୁ
ମଞ୍ଜିରୁ ଗଜା ବାହାରେ |
ପଡ଼େନୁଡ଼ାଈ ମଡ ସ୍‍ଡ଼ଃନେ |


logo