logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ଭଉଣୀ
ଅଙ୍ଗି
ରିତୁ ମୋର ସାନ ଭଉଣୀ ଅଟେ |
ରିତୁ ନାଇ ଆଙ୍ଗି ମାନେ |

ଭକତି
ଜେଡା
ପିତାମାତାଙ୍କୁ ଭକତି କରିବା ଉଚିତ |
ଆଜା ଆବାତିନି ଜେଡା ଗିୱା ଲୂଡ଼ାମାନେ |

ଭକ୍ତ
ପେନୁ ଆଜିଗାଟାଞ୍ଜୁ
ଭକ୍ତମାନେ ଈଶ୍ୱରଙ୍କଠାରେ ଆରାଧନା କରନ୍ତି |
ପେନୁଇ ଆଜିଗାଟାଞ୍ଜୁ ପେନୁଈ ଦଃପିନେଞ୍ଜୁ |

ଭଗ୍ନ
ଲେଙ୍ଗା
ଆମ ଦେଶର ପୁରାତନ କୀର୍ତି ଭଗ୍ନାବସ୍ଥାରେ ରହିଛି |
ମାଇ ଦେଶାତାଈ ପ୍‍ଡ଼ାଡି ପଙ୍ଗାନାଈ ଲେଙ୍ଗା ୱୀପକାଇନୁ |

ଭୟ
ଆଜି
ବାଘ ଦେଖି ମୁଁ ଭୟ କଲି |
କ୍‍ଡ଼ାଡି ମେହାନା ଆନୁ ଆଜିତେଏ |

ଭରସା
ବାର୍‍ସା
ଆମେ ଈଶ୍ୱରଙ୍କ ଠାରେ ଭରସା ରଖିବା ଉଚିତ |
ଆଜୁ ପେନୁବାଃତା ବାର୍‍ସା ଇଟା ଲୂଡ଼ାମାନେ |

ଭର୍ତ୍ସନା
ପ୍ରଃପା
ଅଦାଲତ ସରକାରଙ୍କୁ ଭର୍ତ୍ସନା କରିଥାଏ |
ଅଦାଲତ ସରକାରତିନି ପ୍ରଃପା ମୂନେ |

ଭଲ
ନେଗି
କ୍ଲୋରୋକୁଇନ୍‍ ଖାଇବା ପରେ ମୋତେ ମେଲେରିଆ ଜ୍ୱର ଛାଡିଗଲା |
କ୍ଲୋରୋକୁଇନ୍‍ ତିନ୍‍ମ୍ବାନେ ଆନୁ ନେଗି ଆତେ |

ଭଲ ପଡ଼ିଲା
ନେଗି ଦିତେ
ବ୍ୟାୟାମ ତାଙ୍କୁ ଭଲ ପଡ଼ିଲା |
ଦେଗାକାହା ଏଆନିସେଲୁ ନେଗିଦିତେ |


logo