logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଟଙ୍କା
ଟାକାଙ୍ଗା
ଟଙ୍କା ପଇସା ଦେଇ ଆମେ ଜିନିଷ କିଣୁ |
ଟାକାଙ୍ଗା ସିଆନା ଆମୁଁ ଲୂଡ଼ାତାଆ କଟ୍‍କିନାମୁ |

ଟଙ୍କିଆ
ଟାକା
ଆଜିକାଲି ଏକ ଟଙ୍କିଆ ନୋଟ୍‍ ଦେଖା ଯାଉନାହିଁ |
ନେଞ୍ଜୁବୀଏ ଟାକା ଲୂଟୁଙ୍ଗା ଅଟେ ତସ୍‍କି ସିଡ |

ଟାଙ୍ଗରା
ଡିହିଡିହି
ଆମ ଅଜାଙ୍କ ମୁଣ୍ଡ ଟାଙ୍ଗରା ହୋଇଛି |
ମାଇ ଆକେତାରି ତ୍ଲାଉ ଡିହି ଡିହି ଇଞ୍ଜିମାନେ |

ଟାଙ୍ଗି
ଡ଼େସାନା
ମୁଁ ଅଲଗୁଣାରେ ସାର୍ଟ ଟାଙ୍ଗି ରଖେ |
ଆନୁ ଅଲଣାତାନି ଅଙ୍ଗି ଡ଼େସାନା ଇଟ୍କ ମାଈ |

ଟିକସ୍‍
ସିସ୍ତୁ
ଲୋକମାନେ ସରକାରଙ୍କୁ ଟିକସ୍‍ ଦିଅନ୍ତି |
ଲକୁ ସରକାର ବାଃତା ସିସ୍ତୁ ତଃପିନେରୁ |

ଟିକି
ସପ
ଟିକି ପିଲାଟା ଗୁରୁଣ୍ଡୁଛି |
ସପତାରି ମୀଡା ତ୍ରଙ୍ଗାଈମାନେ |

ଟିକିଲି
ଟୁପା
ମହିଳାମାନେ ମୁହଁରେ ଟିକିଲି ଛାପି ରଖନ୍ତି |
ଆସାସାକା ମୁହୁତାନି ଟୁପା ଇଟ୍‍କିମାନୁ |

ଟିଣଡାବା
ଟ୍ରିଗାର୍‍
ଟିଣଡାବାତାନି ଲକୁ ସଡ଼ୀଙ୍ଗାଙ୍ଗା ୱାସ୍‍କିନେରୁ |
ଟ୍ରିଗାର ଟାଣିଲେ ବନ୍ଧୁକ ଫୁଟେ |

ଟୋକନ
ଟକନ୍‍
ଟୋକନ ଦେଇ ଷ୍ଟାଣ୍ଡରେ ସାଇକେଲ ରଖାଯାଏ |
ଟକ୍‍ନ ସିଆନା ଷ୍ଟାଣ୍ଡତାନି ସାଇକେଲଙ୍ଗା ଇଟାଆଇନେ |

ଟୋକେଇ
ବଗା
କୃଷକ ଟୋକେଇରେ ପରିବା ବୋହି ହାଟକୁ ନିଏ |
ତାସାଗାଟାଞ୍ଜୁ ବଗାତାନି କୁସାବର ନେଃପାନା ଆଟାକି ଅନେଞ୍ଜୁ |


logo