logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଗଛ
ମ୍ରାଃକା
ଗଛ ଲଗାଅ ଜୀବନ ବଞ୍ଚାଅ |
ମ୍ରାଃକା ଉହାଦୁ ପରାଣାକା ଜ୍‍ଡ଼ୀପ୍‍ଦୁ |

ଗଛ
ମ୍ରାଃକା
ଗଛ ଲଗାଅ ଜୀବନ ବଞ୍ଚାଅ |
ମ୍ରାଃକା ଉହାଦୁ ପରାଣାକା ଜ୍‍ଡ଼ୀପ୍‍ଦୁ |

ଗଛଲତା
ମ୍ରାଃକାମାଲାଙ୍ଗା
ଜଙ୍ଗଲରେ ବିଭିନ୍ନ ଗଛଲତା ଥାଏ |
ଗସାତାନି ଇସାନାଣ୍ଡାତାଈ ମ୍ରାଃକା ମାଲାଙ୍ଗା ମାନୁ |

ଗଛଲତା
ମ୍ରାଃକାମାଲାଙ୍ଗା
ଜଙ୍ଗଲରେ ବିଭିନ୍ନ ଗଛଲତା ଥାଏ |
ଗସାତାନି ଇସାନାଣ୍ଡାତାଈ ମ୍ରାଃକା ମାଲାଙ୍ଗା ମାନୁ |

ଗଞ୍ଜା
ଟାଡ୍ରା
ଗଞ୍ଜା କୁକୁଡା ରାତିରେ ଡାକେ |
ଟାଡ୍ରା କଜୁ ନାଡାଙ୍ଗି କ୍ଲାନେ |

ଗଠିତ
ଗାଡ଼ିଗିୱା ଆଜାନେ
ବିଧାୟକ ମାନଙ୍କୁ ନେଇ ବିଧାନସଭା ଗଠିତ ହୋଇଛି |
ବିଦାୟକଙ୍ଗାନି ଆହାନା ବିଦାନ ସବା ଗାଡ଼ିଗିୱା ଆଜାନେ |

ଗଡାଇବା
ତ୍ରପ୍‍କା
ପଥର ଗଡ଼ାଇବା ବେଳେ ସାବଧାନ |
ବାଡିଙ୍ଗା ତ୍ରକ୍ନାୱାନି ମାରୁ ମାରୁ ଆଦୁ |

ଗଡ଼ିଲା
ଢ୍ରଙ୍ଗିତେ
ବଲଟି କାଦୁଅରେ ଗଡ଼ିଲା |
ବନ୍ତୁ ଗେଡ୍ରେତାନି ତ୍ରଙ୍ଗିତେ |

ଗଢିବା
ଲାଇଗିୱା
ମୂର୍ତ୍ତି ଗଢିବା ଶୀଳ୍ପିର କାମ ଅଟେ |
ପୁତ୍ଲାଙ୍ଗା ଲାଇଗିୱା ପୁତ୍ଲାଗାଟାନିତାରି କାବାଡି |

ଗଣ
ଗାଡ଼ିଗିମୁ
ତୁମର କେତୋଟି ଆଙ୍ଗୁଠି ଗଣ |
ନୀଈ ଏସଲି ବାସ୍କାକା ଗାଡ଼ିଗିମୁ |


logo