logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଜକେଇ
ଲିପିଲୁପୁ
ମୋ ସାଙ୍ଗର ଦୁଃଖ ଦେଖି ମୋ ଆଖି ଜକେଇ ଗଲା |
ତଡେଞ୍ଜା ତାରା ବିକାଲି ରେହାନା ନାଈ କାନ୍‍ଙ୍ଗା ଲିପଲୁପୁ ଆଜାତୁ |

ଜଗତ
ପୁର୍ତି
ଜଗତରେ ଅନ୍ୟାୟ ବଢି ଚାଲିଛି |
ପୁ୍ର୍ତିତାନି ଅନ୍ୟାଇ ବାଡି ଆଇମାନେ |

ଜଗାଇ
ଜପା
ଆଦିବାସୀମାନେ ପିଲଙ୍କୁ ଫସଲ ଜଗାଇ ଦିଅନ୍ତି |
ଗସା ଦିନାତାକା ମୀଡାକାନି ତାସା ଜପା ଗିପିନେରୁ |

ଜଗୁଆଳି
ଜପାଗାଟାକା
ବ୍ୟାଙ୍କ ଗୁଡ଼ିକରେ ଜଗୁଆଳିମାନେ ଥାନ୍ତି |
ବ୍ୟାଙ୍କତାନି ଜପାଗାଟାକା ମାଞ୍ଜାଦୁଃନେରୁ |

ଜଙ୍ଗଲିଆ
ଗସାବାହା
ଜଙ୍ଗଲିଆ ଯାଗାରେ ହିଂସ୍ର ଜନ୍ତୁ ଥାଆନ୍ତି |
ଗସାବାହାତାନି ନାହିଗିନି ଜତଙ୍ଗା ମାଞ୍ଜାଦୁଃନୁ |

ଜଙ୍ଘ
କଜ୍‍ଗୁ
ଖେଳରେ ରିମିର ଜଙ୍ଘ ମଚକି ଯାଇଛି |
କାହାତାନି ରିମିନାରି କୁଜ୍‍ଗୁ ସ୍ରାଃ ଇଞ୍ଜାମାନେ |

ଜଡ଼ିତ
ଆଡା
ଅଧ୍ୟୟନ ସହିତ ଦେଶ ସେବାରେ ଜଡ଼ିତ ଥାଅ |
ପଡ଼ିଆଜାନା ଦେଶା ଲପ୍‍କାତାନି ଆଡାଦୁ |

ଜଣ
ରଆଞ୍ଜୁ
ଏକ ଜଣ ବ୍ୟକ୍ତି ବଞ୍ଚିବା କଷ୍ଟ ଅଟେ |
ରଆଞ୍ଜୁନେ ନୀମ୍ବା ଗାମେ ଡ଼୍‍ଡାଃନେ |

ଜଣକା
ରଆନିକି
ଜଣକା ହଳେ ଲେଖାଏ ପୋଷାକ ଦିଆଗଲା |
ଇସ୍କୁଲିଆ ରଆନିକି ଆଲେକାଲାକା ଅଙ୍ଗିସେଡି ସୀୱା ଆତେ |

ଜନଗଣନା
ଲକୁରି ଗାଡ଼ିଗିୱା
ପ୍ରତି ଦଶବର୍ଷକୁ ଥରେ ଜନ ଗଣନା କରାଯାଏ |
ଦଶ ବାସାରି ଗାଡ଼ି ମାଇ ଦେଶା ଲକୁରିଈ ଗାଡ଼ିଗିୱା ଆଇନେ |


logo