logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ଫମ୍ପା
ପଲା
ବାଉଁଶ ଭିତର ପଟ ଫମ୍ପା ଥାଏ |
ମାଡ଼ି ଲାଇଟି ପଲା ମାଞ୍ଜାଦୁଃନେ |

ଫରକ
ବେଗାଲି
ଆଜିକାଲି ପୁଅ ଝିଅ ମଧ୍ୟରେ ଫରକ ନାହିଁ |
ନେଞ୍ଜୁ ବିଏ ଆପବୁଡି ମାଦେ ବେଗାଲିତାରି ସିଡେ |

ଫର୍‍ଚା
ବେଗା
ଫର୍‍ଚା ହେବା ପୂର୍ବରୁ ଚାଷୀ ହଳ ନିଏ |
ବେଗା ବେଲେନେ ତାସାଗାଟାଞ୍ଜୁ ସେରୁ ଅନେଞ୍ଜୁ |

ଫଳ
ପଲ
ଫଳରେ ପ୍ରଚୁର ଭିଟାମିନ୍‍ ଥାଏ |
ପଲତାନି ଗାପ୍‍ସି ମାଞ୍ଜା ଦୁଃନେ |

ଫଳପ୍ରଦ
ନେଗିଆନି
ଏମ୍‍. ଡି. ଟି କୁଷ୍ଠ ରୋଗ ପାଇଁ ପଳପ୍ରଦ ଔଷଧ ଅଟେ |
ଏମ୍‍. ଡି. ଟି କଡ଼ିଙ୍ଗା ରୂଗ ନେଗି ଆନି ଅସ |

ଫଳିବ
ଆଗିନେ
ଗଛରେ ଖତ ଦେଲେ ପ୍ରଚୁର ଫଳ ଫଳିବ |
ମ୍ରାଃନୁତାନି ଗବେରି କିତେକା ଗାପ୍‍ସି ପଲ ଆଗିନେ |

ଫସଲ
ତାସା
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଫସଲ ହୁଏ |
ନବରଙ୍ଗପୁର ୱେଞ୍ଜ ଗାପ୍‍ସି ଜଏଲି ତାସା ଆଇମାନେ |

ଫାଙ୍କା
ସେଣ୍ଡକି
ବେଳେବେଳେ ପୋଲିସ୍‍ ଫାଙ୍କା ଗୁଳି ଚାଳନା କରନ୍ତି |
ଜାହିତାନି ପୁଲିସ୍‍ ସେଣ୍ଡକି ନଲି ୱିପ୍‍କିନେରୁ |

ଫାଳେ
ପାହାଡ଼ାକା
ମୁଁ ରମାକୁ ଫାଳେ କମଳା ଦେଲି |
ଆନୁ ରମାକି ପାହାଡାକା କମଲା ସିତେଏ |


logo