logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କଇଁଚି
ସିଟ୍‍କି
କଇଁଚିରେ ବାଳ କଟା ଯାଏ |
ସିଟ୍‍କିଡାଈ ତ୍ଲାଉ ତୁଃପା ଆଇନେ |

କଇଁଛ
ସେମି
ଗହୀରମଥା କଇଁଛଙ୍କ ପ୍ରଜନନ କେନ୍ଦ୍ର ଅଟେ |
ଗହୀରମଥା ସେମିଙ୍ଗା ମାରିନାରି ବାହା ମାନେ |

କଜିଆ
ଟିଟାଟଟି
ଶ୍ରେଣୀରେ କଜିଆ କର ନାହିଁ |
ଶ୍ରେଣୀତାନି ଟିଟାଟଟି ଆୱା କୁନା |

କଞ୍ଚା
ସୀଡାରି
କଞ୍ଚା କାଠ ସହଜରେ ଜଳେ ନାହିଁ |
ସୀଡାରି ବେବୁ ରୀୱା ଗାମେ ଡ୍‍ଡ଼ାଃନେ |

କଟିବା
କାଟିଆବା
ବହୁଦିନ ଅନୁପସ୍ଥିତ ରହିଲେ ନାମ କଟିବା ସମ୍ଭାବନା ଥାଏ |
ଗାମେ ଦିନା ସାଲାତାକା ପାଦା କାଟିଆୱା ମୂନେ |

କଟୁରୀ
କାଟ୍ରା
କଟୂରୀରେ ଘାସ ବୁଦା ଇତ୍ୟାଦି ସଫା କରାଯାଏ |
କାଟ୍ରାଡ଼ାଈ ସଲାମାଲା କେଲି ଗିବାଆଇନେ |

କଡ଼ରେ
ଆଲିତାନି
ରାସ୍ତା କଡ଼ରେ ମଳ ତ୍ୟାଗ ଅନୁଚିତ |
ପାହେରି ଆଲିତାନି ପୁକ୍ରି ସାଲ୍‍ବା କୂନା |

କଢ
ମଡ
କଢ ଫୁଟି ଫୁଲ ହୁଏ |
ମଡଡ଼ାଈ ପୂଜୁ ପୂନେ |

କଢ଼ି
ମଡ
କଢିରୁ ଫୁଲ ଫୁଟେ |
ମଡଡ଼ାଈ ପୂଜୁ ପୂନେ |

କଣ୍ଟା
ସାପ୍‍କା
ଗୋଲାପ ଗଛରେ କଣ୍ଟା ଥାଏ |
ଗୁଲାପି ମ୍ରାଃନୁତାନି ସାପ୍‍କା ମାଞ୍ଜାଦୁଃନୁ |


logo