logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଥଟ୍ଟା ମଜା
କାପ୍‍କା ଡ଼େଡା
ଥଟ୍ଟା ମଜାରେ କ୍ଷଣିକ ଆନନ୍ଦ ମିଳେ |
କାପ୍‍କା ଡ଼େଡାଡ଼ାଈ ଈକେ ରେହା ପାନ୍‍ମ୍ବା ଆନେ |

ଥଣ୍ଟ
ପଟା ସୁଡା
ଶୁଆର ଥଣ୍ଟ ବଙ୍କା ଥାଏ |
ସୁଆତାରି ସୁଡା କଣ୍ଡଡ଼ିଗାଟାରି |

ଥଣ୍ଡା
ଜିଲି
ଖରା ଦିନରେ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ |
କାରା ଡେଲିତାନି ଜିଲି ସିରୁ ଉନ୍‍ମ୍ବା ନେଗି ଆଇନେ |

ଥର
ଉଲି
ମୁଁ ଦିନକୁ ଦୁଇଥର ଭାତ ଖାଏ |
ଆନୁ ରନିସ୍‍ ରୀ ଉଲି ଏଜୁ ଉନ୍‍ମ୍ବିମାଈ |

ଥର ଥର
ତିର୍ଗି ତିର୍ଗି
ରୋଗୀ ଥର ଥର ହୋଇ ବସିଛି |
ରୂଗ କୁରାନାଞ୍ଜୁ ତିର୍ଗି ତିର୍ଗି କକ୍‍ସାନେଞ୍ଜୁ |

ଥରକେ
ସଟେକା
କୁକୁଡା ଥରକେ ଗୋଟିଏ ଅଣ୍ଡା ଦିଏ |
କଜୁ ସଟେକା ରଣ୍ଡା ୱାଟା ମାରିନେ |

ଥରିବା
ତିର୍ଗା
ଥରିବା ମେଲେରିଆ ରୋଗର ଲକ୍ଷଣ |
ତିର୍‍ଗା ମେଲେରିଆ ନମେରିତାରି ମ୍‍ଡ଼ିଉ |

ଥାନ
ବାହା
ଏହି ଥାନରେ ମୋର ଭାଇ ସହୀଦ ହୋଇଥିଲେ |
ଈ ବାହାତାନି ନାଇ ଆମ୍ବେସା ସାକି ଆଜାସେଞ୍ଜୁ |

ଥାନା
ତାନାଙ୍ଗା
ଅନ୍ୟାୟ ଦୂର କରିବା ପାଇଁ ଥାନା ରହିଛି |
ଅନ୍ୟାଇ ଏସ୍‍ପାସେଲୁ ତାନାଙ୍ଗା ମାନୁ |

ଥାଳି
ତାଲେଡ଼ି
ମୁଁ ମୋ ଖାଇବା ଥାଳି ସଫା କରେ |
ଆନୁ ନାଇ ଉନ୍‍ମ୍ବିମାନି ତାଲେଡି ନବ୍‍ଗିମାଈ |


logo