logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଝଗଡା
ସୀଲାକଲ
ବେଳେବେଳେ ପିଲାଏ ପରସ୍ପର ଝଗଡା କରନ୍ତି |
ଜାହିତାନି ମୀଡାକା ତାଡ଼ାମାଦେ ସୀଲାକଲ ନିକ୍ନେରୁ |

ଝଡ଼
ୱିଲୁପିଜୁ
ଗତ ଝଡ଼ ବର୍ଷାରେ ବର ଗଛଟି ଉପୁଡି ଗଲା |
ସାସି ବିଲୁପିଜୁଡାଈ ବ୍ରଡି ମ୍ରାଃନୁ କୂରିତେ |

ଝଡିବର୍ଷା
ଆସାଡ଼ି
ଝଡ଼ିବର୍ଷା ଅନେକ ଦିନ ଯାଏ ଲାଗିରହେ |
ଆସାଡ଼ି ଆତେକା ଗାମେ ଦିନା ଟୁକ୍ନା ସାନେ |

ଝଡୁଛି
ଜୃଇନେ
ଟିକିଏ ପବନ ହେଲେ ପାଚିଲା ଆମ୍ବ ଝଡୁଛି |
ଇକେ ବିଲୁ ଆତେକା ମାହା ଜୃଇନେ |

ଝର ଝର
ପିଜୁସାଦା
ପର୍ବତରେ ବର୍ଷା ଝର ଝର ଶବ୍ଦ ହେଉଛି |
ସରୁତାନି ପିଜୁ ଦୀପ୍‍କିନାରି ସାଦା ଆଇନେ |

ଝରକା
ଜର୍‍କାଙ୍ଗା
ରାତିରେ ଝରକା ବନ୍ଦ କରି ରଖ |
ନାଡାଙ୍ଗି ଜର୍‍କାଙ୍ଗା ଟୁଣ୍ଡାନା ଇଟାଦୁ |

ଝରଣା
ୱାରୁ ସିରୁ
ଝରଣାଟିଏ କୁଳୁକୁଳୁ ହୋଇ ବହି ଯାଉଛି |
ୱାରୁ ସିରୁ କୁଲୁକୁଲୁନା ସାଜିନେ |

ଝଲକ
ଇକେତିଞ୍ଜା
ଇନ୍ଦ୍ରଧନୁର ଝଲକ ଅତ୍ୟନ୍ତ ମନଲୋଭା |
ଜିଉବିଡୁତାରି ଇକେତଞ୍ଜା ଗାମେ ସାସ୍କିନାରି |

ଝଲମଲ
ଡ୍ରିଁ ଡ୍ରୁଁ
ପାଣିରେ ସୂର୍ଯ୍ୟ କିରଣ ଝଲମଲ ୱଇ ଦିଶୁଛି |
ସିରୁତାନି ବେଲା ଡ୍ରିଁ ଡ୍ରୁଁନା ତସ୍କିମାନେ |

ଝାଉଁଳିବା
କଡୁଇନ୍‍ମ୍ବା
ସଂନ୍ଧ୍ୟା ହେଲେ ଚାକୁଣ୍ଡା ପତ୍ର ଝାଉଁଳିବା ଆରମ୍ଭ କରେ |
ବିଲୁଡି ଅଡା ମେରଡ଼ି ଆକା କଡୁ ଇନ୍‍ମ୍ବା ଟଣ୍ଡିନୁ |


logo