logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଚଉକି
ସଉକି
ପ୍ଲାଷ୍ଟିକ ଚୌକି ଦେଖିବାକୁ ସୁନ୍ଦର ଦିଶେ |
ପ୍ଲାଷ୍ଟିକ ସଉକି ମେଃପା ସାଞ୍ଜା ତସ୍କିନେ |

ଚକ
ଗୁଲିଙ୍ଗା
ସାଇକେଲରେ ଦୁଇଟି ଚକ ଥାଏ |
ସାଇକଲତାଈ ଜଡେକା ଗୁଲିଙ୍ଗା ମାଞ୍ଜାଦୁଃନୁ |

ଚକଟା
ୱ୍‍ଡ଼ୀସାମାନି
କୁମ୍ଭାର ଚକଟା ମାଟିରେ ହାଣ୍ଡି ଗଢେ |
କୁମାରେଏଞ୍ଜୁ ବ୍‍ଡ଼ୀସାମାନି ବିରାଡ଼ାଈ ଟେକି ତେଜିନେଞ୍ଜୁ |

ଚକମକ
ନାଡ଼ିବାଡ଼ି
ଚକମକ ପଥର ଘଷି ନିଆଁ ବାହାର କରାଯାଏ |
ନାଡିବାଡି ରେସାନା ନାଡ଼ି କଡା ଆଇନେ |

ଚକି ପେଷା
ଗୁର୍ଣ୍ଣା ରୂସାନାରି
ଚକି ପେଷା ଅଟା ଶରୀର ପାଇଁ ଉପକାରୀ |
ଗୁର୍ଣ୍ଣାଡ଼ାଈ ରୂସାନାରି ଅଟା ଗାଣ୍ଡି ସେଲୁ ନେଗି |

ଚକିତ
ବ୍‍ଡ଼ାଁ
ଦୁଃସାହାସିକ କାର୍ଯ୍ୟ ଦେଖିଲେ ଚକିତ ଲାଗେ |
ଆଜାଞ୍ଜାପାତାରା କାବାଡ଼ି ମେଃତେକା ବ୍‍ଡ଼ାଁ ଇନ୍‍ମ୍ବା ଦୀନେ |

ଚକୁଳି
ସକ୍‍ଲି
ମୁଁ ଚକୁଳି ଖାଇ ପଢାରେ ବସେ |
ଆନୁ ସକ୍‍ଲି ତିଞ୍ଜାନା ପଡ଼ିଆଇ ମାଈ |

ଚକୋଲେଟ
ସକ୍‍ଲେଟ୍‍
ପିଲାମାନେ ଚକୋଲେଟ ଭଲ ପାଆନ୍ତି |
ମୀଡାକା ସକ୍‍ଲେଟ୍‍ଙ୍ଗା ଗାମେ ମାଣ୍ଡିନେରୁ |

ଚଟଣି
ଜାଉ
ଚଟଣି ଭୋଜନକୁ ଋଚିକର କରେ |
ଜାଉ ଗିଆନା ତିନ୍‍ମ୍ବା ଗାମେ ସେନେ |

ଚଟାଣ
ନେଡେ
ଶୀତଦିନେ ଚଟାଣ ଭାରି ଥଣ୍ଡା ଲାଗେ |
ଇଜନାରି ନେଡେ ପେନିତାନି ଗାମେ ଜିଲି ଇନେ |


logo