logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଦଉଡ଼
ଦେଗା
ଦଉଡ଼ ଖେଳରେ ରିମି ପ୍ରଥମ ସ୍ଥାନ ପାଇଲା |
ଦେଗା ବାହାତାନି ରିମି ନକି ବାହାପାଟେ |

ଦଉଡ଼ି ଦଉଡ଼ି
ଦେଗି ଦେଗି
ମୁଁ ଦଉଡ଼ି ଦଉଡ଼ି ଆମ୍ବ ଗୋଟାଇଲି |
ଆନୁ ଦେଗି ଦେଗି ମାହା ପେସ୍କିତେଏ |

ଦଉଡ଼ିବା
ଦେଗା
ଦଉଡ଼ିବା ଏକ ଭଲ ବ୍ୟାୟାମ ଅଟେ |
ଦେଗା ରଣ୍ଡେ ଗାମେ ନେଗି କାହାମାନେ |

ଦକ୍ଷିଣ
ତିନିବେଞ୍ଜ
ଦକ୍ଷିଣ ଦିଗରୁ ମଳୟ ପବନ ବହେ |
ତିନି ବେଞ୍ଜାଟି ଜିଲି ଜିଲିତାରି ବିଲୁ ୱାଇନେ |

ଦଖଲ
କାଜୁତା
ଏହି ଜମି ଆମ ଦଖଲରେ ରହିଛି |
ଈରି ବାହା ମାଇ କାଜୁତା ମାନେ |

ଦଣ୍ଡ
ଡଣ୍ଡ
ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଞ୍ଚଳ ଅଟେ |
ଇସ୍କୁଲି ରଣ୍ଡେ ଡଣ୍ଡ ସିଡାନି ବାହା ମାନେ |

ଦଣ୍ଡ ବିଧାନ
ଡଣ୍ଡ ସୀୱା
ଦୋଷୀକୁ ଦଣ୍ଡ ବିଧାନ କରାଯାଏ |
ଦୂସଗାଟାନିକି ଡଣ୍ଡ ସୀୱା ଆଇନେ |

ଦଧି ନଉତି
ଟୀଟିମୂତା
ମନ୍ଦିର ଚୁଡ଼ାରେ ଦଧି ନଉତି ବସାଯାଏ |
ମନ୍ଦିର କୁଈଟି ଟୀଟି ମୁତା ଇଟା ଆଇମାନେ |

ଦପ୍ତର
ଅପିସ୍‍
ମୁଁ ଜିଲ୍ଲାପାଳଙ୍କ ଦପ୍ତରରେ ଗୁହାରି କଲି |
ଆନୁ କଲକଟ୍ର ଅପିସ୍‍ତାନି ଗହେରି ଗିତେଏ |

ଦମନ
ତୁଡା
ବ୍ରିଟିଶ ଶାସକ ଭାରତୀୟଙ୍କୁ ଦମନ କରି ରଖିଥିଲେ |
ବ୍ରିଟିସ୍‍ ଲକୁ ଭାରତତାକାରିଈ ଡୁଡାନା ଇଟାସେରୁ |


logo