logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ହଜମ
ରଗ୍ୟ
ବୃଦ୍ଧ ହେଲେ ହଜମ ଶକ୍ତି କମିଯାଏ |
ବୁଡା ଆତେକା ରୂଗାଡାଟା କିଗିନେ |

ହଟାଇ
ଏସ୍‍ପାନା
ରବି ଲୋକଙ୍କୁ ହ ଟାଇ ଆଗକୁ ଦଉଡି ଗଲା |
ରବି ଲିକୁରିଈ ଏସ୍‍ପାନା ନିକିକି ଦେଗିତେଞ୍ଜୁ |

ହଣ୍ଡା
ତାବଲା
ପିତଳ ହଣ୍ଡାରେ ମାଂସ ଭଲ ଶିଝେ |
ପିତ୍‍ଲ ତାବ୍‍ଲାତାନି ଊଙ୍ଗା ନେଗି ୱୈନୁ |

ହତା
ରାହା
ବିଦ୍ୟାଳୟ ହତା ପରିଷ୍କାର ରଖ |
ଇସ୍‍କୁଲି ରାହା ତିନାନିନ୍ଦା ଗିଦୁ |

ହତ୍ୟା କରିବା
ୱଡାକା ୱେପା
ନର ହତ୍ୟା କରିବା ମହାପାପ ଅଟେ |
ମଡେହେନିଈ ୱଡ଼ାକା ୱେପା ଦେରି ଡ଼ଈ |

ହନୁ
ମାକାଡ଼ି
କୁକୁରକୁ ଦେଖି ହନୁ ଦୌଡିଗଲା |
ନାହଡ଼ି ମେହାନା ମାକାଡି ଦେଖିତେ |

ହ‍ରଣ
ବାଗାଗିୱା
କ୍ରମିକ ବିୟୋଗକୁ ହରଣ କୁହାଯାଏ |
ତୁହି ତୁହି ସାଲ୍‍ବା ତିନି ବାଗଗିୱା ଇନ୍‍ମ୍ୱା ଆଇନେ |

ହରିଣ
ସୀଆଲି
ଆମ ଜଙ୍ଗଲରୁ ହରିଣ ବଂଶ ଲୋପ ପାଇଛି |
ମାଈ ଗସାଙ୍ଗାଡ଼ାଈ ସାଆଲାକା ମୁହିଁ ଆଜାମାନୁ |

ହଲାଇ
ଦ୍ରୂକ୍‍ସାନା
ରସାନ୍ତ ଡାଳ ହଲାଇ ଆମ୍ୱ ଝଡାଇଲା |
ରସାନ୍ତ ଡୈଗା ଦ୍ରୁକ୍‍ସାନା ମାହା ଜୁଡ୍‌ତେଞ୍ଜୁ |


logo