logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଡଉଲ ଡାଉଲ
ରଞ୍ଜା
ପିଲାଟି ଡଉଲ ଡାଉଲ ଦେଖାଯାଉଛି |
ମୀଡା ମୂଲା ରଞ୍ଜାନାରି |

ଡଙ୍ଗା
ଡଙ୍ଗା
ଡଙ୍ଗାରେ ନଈ ପାର କରାଯାଏ |
ଡଙ୍ଗାଡ଼ାଈ ଜଡ଼ି ଗାଡ଼ାପା ଆଇନେ |

ଡଜନ
ବାରଟା
କଦଳୀ ଡଜନ କୋଡିଏ ଟଙ୍କା |
ତାଡ଼ିକା ବାରଟା କୁଡ଼ିଏ ଟାକା |

ଡବା
ଡାବା
କ୍ଷୀର ଡବାରେ ରଖି ରପ୍ତାନି କରାଯାଏ |
ପାଡୁ ଡାବାତାନି ଇଟାନା ଦୁରୁକି ପାଣ୍ଡା ଆଇନେ |

ଡର
ଆଜି
ବାଘ ଦେଖିଲେ ମୋତେ ଡର ଲାଗିବ |
କ୍‍ଡ଼ାଡି ମେଃତେକା ନାଙ୍ଗେ ଆଜି ଇସ୍ତାନେ |

ଡରିବା
ଆଜା
ଦୁଷ୍ଟମାନଙ୍କୁ ଡରିବା ଅନୁଚିତ |
ଡଈତାକାରିଈ ଆଜା ଲୁଡ଼ା ସିଡେ |

ଡାଇସ୍‍
ଡାଇସ୍‍
ଲୁଡୁ ଖେଳ ପାଇଁ ଡାଇସ୍‍ ଆବଶ୍ୟକ |
ଲୁଡୁ କାହାସେଲୁ ଡାଇସ୍‍ ଲୂଡ଼ା |

ଡାକବାଲା
ଆକାସୀପ୍‍କରା
ଡାକବାଲା ଆମକୁ ଚିଠି ଦେଇ ଯାଆନ୍ତି |
ଆକା ସୀପ୍‍କରା ଆକା ପାହା ଜିପିନେଞ୍ଜୁ |

ଡାକିବା
ଆର୍ପା
ମୁଂ ଭାଇକୁ ଡାକିବା ପାଇଁ ଗଲି |
ଆନୁ ଦାଦାଈ ଆର୍ପା ସେଲୁ ସାସେ |

ଡାକ୍ତର
ଲପ୍‍କାଗାଟାଞ୍ଜୁ
ଡାକ୍ତର ସମାଜକୁ ସ୍ୱାସ୍ଥ୍ୟ ସେବା ଦିଅନ୍ତି |
ଲପ୍‍କାଗାଟାଞ୍ଜୁ ଲକୁରିଈ ଲପ୍‍କି ମାନେଞ୍ଜୁ |


logo