logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଘଡ଼ ଘଡ଼ି
ମୂଡେଙ୍ଗି ଡ଼ାସ୍‍ପା
ଘଡ଼ ଘଡ଼ି ଶବ୍ଦ ଶୁଣି ଛୋଟ ପିଲା ଡରିଯାଆନ୍ତି |
ମୂଡେଙ୍ଗି ଡ଼ାସ୍‍ପା ୱେଞ୍ଜାନା ମିଡାକା ଆଜିନୁ |

ଘନ ଘନ
ଗାମେଲାକା
ପର୍ବତ ଚଢିବା ବେଳେ ଘନ ଘନ ପ୍ରଶ୍ୱାସ ନିଆଯାଏ |
ସରୁ ସେଙ୍ଗିନାନି ଗାମେଲାକା ଉକଡ଼ି ଅୱା ଆନେ |

ଘନ ନୀଳ
ଡାହାନୀଲି
ଇନ୍ଦ୍ରଧନୁରେ ଘନନୀଳ ରଙ୍ଗ ଥାଏ |
ଜିଉ ୱିଡୁତାନି ଡାହାନୀଲି ଜଙ୍ଗୁ ମାଞ୍ଜାଦୁଃନେ |

ଘର
ଇଡୁ
ନଡ଼ାରେ ଘର ଛପର କରାଯାଏ |
ନାଡାଡାଈ ଇଡୁ ୱେଗା ଆନେ |

ଘରେ
ମାପେ
ଆମ ଘରେ ଗୋଟିଏ ବିଲେଇ ଅଛି |
ମାପେ ରଣ୍ଡେ ମେଅ ମାନେ |

ଘସି
ନେରାନା
ମଚକି ଯାଇଥିବା ଗୋଡରେ ମୁଁ ମଲମ ଘସି ଦେଲି |
ସ୍ରାଃ ଇଞ୍ଜାତାନି କାଡୁତାନି ଆନୁ ଅସ ନେରାନା ପିଃତେ |

ଘାଇଲା
କାଡ଼ା
କଟୁ ଭାଷା ଶୁଣି ମୋ ମନ ଘାଇଲା ହେଲା |
କାଡ଼ିନାରା ୱେଞ୍ଜାନା ନାନ୍ଦେ ଜେଡା କାଡ଼ାତେ |

ଘାଣ୍ଟିବା
ଗ୍ଲାଃପା
ତରକାରୀରେ ଲୁଣ ପକାଇ ଘାଣ୍ଟିବା ଆବଶ୍ୟକ |
କୁସାତାନି ସାରୁ କିଆନା ଏରା ଗ୍ଲାଃପା ଲୂଡ଼ା |

ଘାସ
ସଲା
ବଗିଚାରେ ଆନାବାନା ଘାସ ସଫା କର |
ଟୁଟା ବାଡାତାରା ସଲା କେଲି ଗିଦୁ |

ଘେରି
ଗ୍ରୂସାନା
ଆମ୍ବଚାରା ଲଗାଇବା ପରେ ତାହା ଘେରି ଦିଅ |
ମାହା ପିଲ ଉହାନା ଏରା ଗ୍ରୂସାନା ଇଟାଦୁ |


logo