logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ରକ୍ତ
ରାକା
ରକ୍ତରେ ପ୍ରାଣ ଥାଏ |
ରାକାତାନି ପରାଣି ମାନେ |

ରକ୍ଷଣ ବେକ୍ଷଣ
ଲପ୍‍କା ମାସ୍‍ପା
ରକ୍ଷଣ ବେକ୍ଷଣ ଅଭାବରେ ସ୍ମୃତି ନଷ୍ଟ ହୁଏ |
ଲପ୍‍କା ମାସ୍‍ପା ଆଆତାକା ମ୍‍ଡ଼ିଉ ନାହିକି ଆନେ |

ରକ୍ଷା କରିବା
ଜ୍‍ଡୀପା
ପ୍ରଜାଙ୍କୁ ରକ୍ଷା କରିବା ସରକାରଙ୍କର କାର୍ଯ୍ୟ |
ଲକୁରିଈ ଜ୍‍ଡ଼ୀପା ସରକାରତାରି ପାଇଟି |

ରଙ୍ଗ
ଜଙ୍ଗୁ
ମୟୁର ଚିତ୍ରିରେ ସଠିକ ରଙ୍ଗ ଲଗାଅ |
ମେଡୁ ପୂଟତାନି ଟିକ୍ନା ଜଙ୍ଗୁ ଊଡ଼୍‍ଦି |

ରଙ୍ଗିନ
ଜଙ୍ଗୁଗାଟାରି
ରଙ୍ଗିନ ପ୍ରଜାପତିଟିଏ ଫୁଲରେ ବସିଛି |
ଜଙ୍ଗୁଗାଟାରି ରଣ୍ଡେ କକମେଡୁ ପୂଜୂତାନି କକ୍‍ସାନେ |

ରଜା
ରାଜାଙ୍ଗା
ଆମ ଦେଶରେ ଆଜିକାଲି ଆଉ ରଜା ନାହାନ୍ତି |
ମାଇ ଦେଶାତାନି ଇଦେ ଅଟେ ରାଜାଙ୍ଗା ସିଡେରୁ |

ରଡି
ଗାଜାରି
ବାଘ ରଡ଼ି ଶୁଣିଲେ ଭୟ ଲାଗେ |
କ୍‍ଡ଼ାଡି ଗାଜାରି ୱେସେକା ଆଜି ସଲନେ |

ରସୁଣ
ରସ୍‍ଣ
ରସୁଣର ରଙ୍ଗ ଧଳା ଅଟେ |
ରସ୍‍ଣତାରି ଜଙ୍ଗୁ ଲଙ୍ଗି |

ରାଜ ଉଆସ
ରାଜା ଇଟ୍‍କା
ରାଜା ଉଆସଗୁଡିକ ଜାତୀୟ ସମ୍ପତ୍ତି ହୋଇଛି |
ରାଜା ଇଟ୍‍କା ଦେସା ଦନ ଆଜାନା ମାନୁ |


logo