logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଢଙ୍ଗ
ମାଣ୍ଡିନି
ପ୍ରତ୍ୟେକେ ନିଜ ନିଜ ଢଙ୍ଗରେ ଚଳନ୍ତି |
ଆଙ୍ଗେତାକା ତାଡ଼ାବାଡ଼ା ମାଣ୍ଡିନି ଡେଃଙ୍ଗି ନୀମ୍ବିନେରୁ |

ଢିପ
କୁପ୍‍ଡା
ଆମ ଘର ଏକ ଢିପ ଉପରେ ରହିଛି |
ମାନ୍ଦେ ଇଡୁ ର କୁପ୍‍ଡା କୁଇଟି ମାନେ |

ଢୋଲ
ଡୁଲ
ଆଦିବାସୀ ମାନେ ଢୋଲବଜାଇ ନାଚନ୍ତି |
ଆଦିବାସୀ ଲକୁ ଡୁଲ ବେସାନା ଏନ୍ଦିନେରୁ |

ଢୋଲକି
ଡୁଲ୍‍କି
ଢୋଲକି ବଜାଇ ଗୀତ ଗାଅ |
ଡୁଲ୍‍କି ବେସାନା ଏସାଦୁ |


logo