logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ଯଜ୍ଞ
ନାଡ଼ିଲାକା
ଆମ ଗ୍ରାମରେ ବିଶ୍ୱ ଶାନ୍ତି ଯଜ୍ଞ ହୋଇଥିଲା |
ମାଇ ନାଜୁତାନି ପୁର୍ତି ଲତୁଜେଡା ସେଲୁ ନାଡ଼ିଲାକା ଆଜାମାସେ |

ଯତ୍ନ
ଲପ୍‍କା
ବାର୍ଦ୍ଧକ୍ୟ ବେଳେ ଯତ୍ନ ଆବଶ୍ୟକ ଅଟେ |
ବୁଡା ଡେଲି ଲପ୍‍କା ପାନ୍‍ମ୍ବା ଲୂଡ଼ା ଆନେ |

ଯଥା
ଚିକ୍ନା
ରିମି ଯଥା ଅର୍ଥ କହି ପାରିଲା |
ରିମି ଟିକ୍ନାତାରା ଅର୍ତ ୱେସ୍‍ପା ମୂତେ |

ଯନ୍ତ୍ର
କଲ
ଯନ୍ତ୍ର ଦ୍ୱାରା ଜଟିଳ କାମ ସହଜରେ ହୋଇଥାଏ |
କଲଡ଼ାଈ ଡଡାଃନି କାବାଡି ଡ୍‍ଡ଼ାଃହାରାଏ ଆନେ |

ଯଶ
ପଙ୍ଗା
ବଡ ଲୋକଙ୍କ ଯଶ ପୃଥିବୀ ସାରା ବ୍ୟାପିଯାଏ |
ଦେରି ଲକୁତାରି ପଙ୍ଗା ପୁର୍ତି ଡାଣ୍ଡ ବ୍ରାଡିନେ |

ଯାଗା
ବାହା
ଉପଯୁକ୍ତ ଯାଗା ବାଛି ଫଳ ଚାଷ କରନ୍ତୁ |
ନେଗିବାହା ଆସ୍କାନା ପଲ ତାସା ଗିଦୁ |

ଯାତ୍ରା
ଦାଲା ରେହା
ଯାତ୍ରାରେ ଅନେକ ଲୋକ ଆନନ୍ଦ କରନ୍ତି |
ଦାଲା ରେହାତାନି ଗାମେ ଲକୁ ରେହା ପାନେରୁ |

ଯାତ୍ରା
ସାଲ୍‍ବା
ରେଳଯାତ୍ରା ଆମୋଦ ଦାୟକ ଅଟେ |
ରେଲଡ଼ାଇ ସାଲ୍‍ବା ଗାମେ ରେହାତାରି ଆଇନେ |

ଯାଦୁକର
ମନ୍ତ୍ରଗାଟାଞ୍ଜୁ
ଆମ ବିଦ୍ୟାଳୟକୁ ଜଣେ ଯାଦୁକର ଆସିଥିଲେ |
ମାଇ ଇସ୍‍କୁଲିତାଙ୍ଗି ରଆଞ୍ଜୁ ମନ୍ତ୍ରଗାଟାଞ୍ଜୁ ୱାଜାସେଞ୍ଜୁ |


logo