logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅଟେ
ମାଛ ଓ ମାଂସ ଶରୀରର ବୃଦ୍ଧି କରନ୍ତି |
ମିନ୍‍ଙ୍ଗା ଅଟେ ଊଙ୍ଗା ଗାଣ୍ଡିମାରା ବାଡି ଗିନୁ |

ଓଜନ
ଡେସାନା
ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ୍‍ |
ଡାସାଗାଟାକା ଡେସାନା କୁସାବର ପ୍ରାପା ଲୁଡ଼ାମାନେ |

ଓଟ
ଉଟ
ଓଟ ମରୁ ଭୂମିର ଜାହାଜ ଅଟେ |
ଉଟ ବାଲୁଟାଣାତାରି ଜାହାଜ |

ଓଠ
ଟଡା
ଶୀତ ଦିନେ ଓଠ ଫାଟେ |
ପେନି ଡେଲି ଟଡାଙ୍ଗା ପାଙ୍ଗିନୁ |

ଓଡିଆ - କୁଇ (Odia-Kui)

ଓଡିଆ ଶଦ୍ଦ (Odia word)
କୁଇ ଶଦ୍ଦ (Kui word)
ଓଡିଆ ବାକ୍ୟ (Odia Sentence)
କୁଇ ବାକ୍ୟ (Kui Sentence)

ଓଡିଶୀ
ଓଡିଶା ଏନ୍ଦା
ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଆଦର ପାଉଛି |
ଓଡିଶା ଏନ୍ଦା ପୁର୍ତିଡାଣ୍ଡତାକା ମାଟ୍‍କିମାନେରୁ |

ଓଧ
ସିରୁ ମେଅ
ଓଧ ପାଣିରେ ଯା ଆସ କରି ପାରେ |
ସିରୁ ମେଅ ସିରୁତାନି ସାଲ‍ବା ବାବା ଗିବାମୂନେ |

ଓଲଟାଇ
ମ୍ଲିକ୍‍ସାନା
ଘୂର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ |
ଦେରିବିଲୁ ଇଡୁତାରା ତୂଲି ସ୍ଲିକ୍‍ସାନା ତୁଃନେ |

ଓଳି
ଊଲି
ଗୋଟିଏ ଓଳି କାମ କଲେ ଅଧା ମଜୁରି ପାଇବ |
ର ଊଲି ପାଇଟି ଗିତେକା ତୁଲେ ମୁଲୁ ପାଣ୍ଡି |


logo