logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଛକି
ମାସାଗାରି
ଭୁଲ ଉତ୍ତରରେ ଶିକ୍ଷକ ଛକି ଚିହ୍ନ ଦିଅନ୍ତି |
ଉତର ଚିକ୍ନାତାରି ଆଆତାକା ମାଷ୍ଟ୍ର ମାସାଗାରି ସୀନେଞ୍ଜୁ |

ଛଚିନ୍ଦ୍ରା
ସୁପାଅଡ୍ରି
ଛଚିନ୍ଦ୍ରାକୁ ବିଲେଇ ଖାଏ ନାହିଁ |
ସୁପାଅଡ୍ରିତିନି ମେଅ ତିନ୍‍ମ୍ବା କୂନେ |

ଛଟପଟ
ଗ୍ଲାସ୍ତେରି
ଯନ୍ତ୍ରଣାରେ ପିଲାଟି ଛଟପଟ ହେଉଛି |
ନୱାଡାଇ ମୀଡା ଗ୍ଲାସ୍ତେରି ଆଇନେ |

ଛତା
ସାତା
ଖରା ବର୍ଷାରୁ ଛତା ରକ୍ଷା କରେ |
କାରା ପିଜୁଡ଼ାଈ ସାତା ଜ୍‍ଡ଼ୀପାଇଞ୍ଜାନେ |

ଛତୁ
କୂତ୍‍କା
ପୁରୁଣା କାଠରେ ଛତୁ ଉଠେ |
ପ୍‍ଡ଼ାଡି ବେଜୁତାନି କୂତ୍‍କା ସ୍‍ଡ଼ଃନୁ |

ଛନଛନିଆ
ଲୁପୁଲୁପୁ
ହାତୀମାନେ ଛନଛନିଆ ଫସଲକୁ ନଷ୍ଟ କରନ୍ତି |
ଆତିଙ୍ଗା ଲୁପୁଲୁପୁ ଇଞ୍ଜିମାନି ତାସା ନାହିକି ଗିପିନୁ |

ଛପର
ବେଗା
ନଡ଼ା ଛପର ଘର ଖରାଦିନେ ଥଣ୍ଡା ରହେ |
ନାଡ଼ା ବେଗାନାରି ଇଡୁ କାରାତାନି ଜିଲି ଇନେ |

ଛପେଇ
ଆଃପା
ଡାକ ଟିକଟ ଅଠାରେ ଛପେଇ ଦିଆଯାଏ |
ଡାକ ଟିକଟ ଅଟାଡ଼ାଇ ଆଃପା ଗିବା ଆଇନେ |

ଛଳରେ
ବୁଦିକାଟାଡାଈ
କେଉଟ ଛଳରେ ମାଛ ଧରେ |
ମିନ୍‍ଙ୍ଗାଆଃପରା ବୁଦିଟାକାଡାଈ ମିନ୍‍ଙ୍ଗା ଆଃପିନେଞ୍ଜୁ |

ଛାଞ୍ଚି
ୱାଞ୍ଜାନା
ବଙ୍କାକାଠକୁ ଛାଞ୍ଚି ସଳଖ କରାଯାଏ |
କଣ୍ଡଡି ୱେଜୁତିନି ୱାଞ୍ଜାନା ସିଦା ଗିୱା ଆଇନେ |


logo