logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ଲକ୍ଷଣ
ମ୍‍ଡ଼ିଉ
ବେଳେବେଳେ ଆକାଶରେ ଅଦ୍ଭୁତ ଲକ୍ଷଣ ଦେଖାଯାଏ |
ଜାହିତାନି ମୂଡେଙ୍ଗିଆ ଆଦାଙ୍ଗି ମ୍‍ଡ଼ିଉ ତସ୍‍କିମାନୁ |

ଲକ୍ଷ୍ୟ
ସୂଟା ଅଡ଼୍‍ପା
ଶିକ୍ଷକ ହେବା ପାଇଁ ମୋର ଲକ୍ଷ୍ୟ ରହିଛି |
ମାଷ୍ଟ୍ର ଆୱାସେଲୁ ନାନ୍ଦେ ସୂଟା ଅଡ଼୍‍ପା ମାଞ୍ଜାନେ |

ଲଙ୍କା
ବୀସାକାଉ
ନାଲି ଲଙ୍କା ଅଧିକ ରୋଗ ହୁଏ |
ରାତା ବୀସାକାଉ ସାରକି ବୀସା ଆନେ |

ଲଟା
ମାଲା
ଘର ଚାରିପାଖରେ ଲଟାବୁଦା ସଫା କର |
ଇଡଡ଼ୁ ତୀଡ଼ି ଗୁଞ୍ଜେରି ମାନି ମାଲାଜାଟିଙ୍ଗା କେଲି ଗିଦୁ |

ଲଢେଇ
କାଲା
ବିନା ଅସ୍ତ୍ରରେ ନିର୍ବାଚନ ଲଢେଇ ହୁଏ |
ଟାଙ୍ଗି କୁରାଡ଼ି ଆହାରାଏ ନିର୍ବାଚନ କାଲା ଆଇନେ |

ଲତା
ମାଲା
କଖାରୁ ଲତା ରଞ୍ଜାରେ ମାଡ଼ି ଯାଇଛି |
ଡିଣ୍ଡି ମାଲା ରାଞ୍ଜାତା ସେଙ୍ଗାମାନେ |

ଲମ୍ପ
ପାଞ୍ଜାନା
ମାଙ୍କଡ଼ଟି ଲମ୍ଫଦେଇ ଦୌଡ଼ିଗଲା |
ମାକାଡ଼ି ପାଞ୍ଜାନା ଦେଗିତେ |

ଲମ୍ବା
ଲାମ୍ବା
ଭୋଟ ଦେବାକୁ ଲୋକେ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି |
ବୂଟୁ ସୀବାସେଲୁ ଲକୁ ଲାମ୍ବାରେଙ୍ଗାତା ନିସାମାନେର |

ଲାଗିବ
ଆନୁ
ଘର ତିଆରି ପାଇଁ ୨୦ ହଜାର ଟଙ୍କା ଲାଗିବ |
ଇଡୁ ଲାଇ ଗିୱାସେଲୁ କୁଡେ ଅଜାରି ଟାକାଙ୍ଗା ଲୂଡ଼ା ଆନୁ |


logo