logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପକାଇବା
ଇବ୍‍ଗା
ମଇଳା ଏଣେ ତେଣେ ପକାଇବା ଅନୁଚିତ |
ରୂଡ଼ାବର ଏନେଆନା ଇବ୍‍ଗା ସାଞ୍ଜେଏ |

ପକ୍ଷୀ
ପଟାଙ୍ଗା
ପକ୍ଷୀମାନେ ବୁଣନ୍ତି ନାହିଁ କିମ୍ବା କାଟନ୍ତି ନାହିଁ |
ପଟାଙ୍ଗା ମାଟ କି କଅ |

ପଗଡ଼ି
ପାଗ
ଶିଖ ଲୋକ ମୁଣ୍ଡରେ ପଗଡ଼ି ବାନ୍ଧନ୍ତି |
ସିକ ଲକୁ ତ୍ଲାଉତାନି ପାଗ ତେର୍ପିନେରୁ |

ପଙ୍କ
ପ୍‍ଡ଼ାକା
ଘୁଷୁରି ପଙ୍କରେ ଲୋଟେ |
ପାଜି ପାଡ଼କା ମାଗ୍ନେ |

ପଙ୍ଖା
ଜୀଞ୍ଜରି
ଲୋକେ ପଙ୍ଖା ଚଳାଇ ଗରମରୁ ରକ୍ଷା ପାଆନ୍ତି |
ଲକୁ ଜୀଞ୍ଜରି ବେଃପାଡ଼ାଈ ଜ୍‍ଡ଼ୀନେରୁ |

ପଚ ପଚ
କେସ୍‍ଡ଼ା
ବର୍ଷା ଦିନେ ମାଟି ରାସ୍ତା ପଚ ପଚ ହୁଏ |
ପିଜୁ ଡେଲି ୱିରା ପାହେରି କେସ୍‍ଡ଼ା ଆନେ |

ପଚରା ପଚରି
ୱେନ୍‍ମ୍ବା ୱେନ୍‍ମ୍ବା
ଚୋର ଧରିବା ପାଇଁ ପୋଲିସ ପଚରା ପଚରି କରନ୍ତି |
ପ୍‍ଡେକରେଏନି ଆଃପାତାଙ୍ଗି ପୁଲିସ୍‍ ୱେନ୍‍ମ୍ବା ୱେନ୍‍ମ୍ବି ଗିପିନେରୁ |

ପଚାରି
ବେଞ୍ଜାନା
ଅବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ |
ପୁନାନାରା ମାଷ୍ଟ୍ରଈ ବେଞ୍ଜାନା ପୁଞ୍ଜୁ |

ପଚାରି
ବେଞ୍ଜାନା
ଅବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ |
ପୁନାନାରା ମାଷ୍ଟ୍ରଈ ବେଞ୍ଜାନା ପୁଞ୍ଜୁ |

ପଚାସଢା
ସ୍ରିଆନାଆ
ପଚାସଢା ଖାଦ୍ୟ ଶରୀରର କ୍ଷତି କାରକ |
ସ୍ରିଆନାଆ ତିସେକା ଗାଣ୍ଡିତିନି ସାୱା ଆଃନେ |


logo