logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଉଇ
ଡୀମୁ
ଉଇ ବହି ପତ୍ର ଖାଇଯାଏ |
ଡୀମୁ ପୁତିଙ୍ଗା ନାହିକି ଗିନେ |

ଉଇକେଟ
କାହାଗାଟାକା
କ୍ରିକେଟର ଗୋଟିଏ ଦଳରେ ଏଗାରଟା ଉଇକେଟ ଥାଏ |
କ୍ରିକେଟତାନି ର ଦଲତା ଏଗାର ଗାଣ୍ଡି କାହାଗାଟାକା ମାଞ୍ଜାଦୁଃନେରୁ |

ଉକୁଣି
ତ୍ଲାଉ ପେନ୍‍ଙ୍ଗା
ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି |
ସପ୍ରା ତ୍ଲାଉତାନି ପେନ୍‍ଙ୍ଗା ପାହିନୁ |

ଉଚିତ
ଟିକ୍ନା ଗ୍ରାପା
ପିଲାମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ |
ମୀଡାକାନି ଟିକ୍ନାଡାଈ ଗ୍ରାପ୍‍ଦୁ |

ଉଚିତ
ଆୱାକାତା
ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ |
ମୀଡାକା ଟାଡିତାଞ୍ଜିତାରା କାତା ମାନି ଆୱାକାତା |

ଉଚ୍ଚ
ସେଣ୍ଡ
ଶାଗୁଣା ଖୁବ୍‍ ଉଚ୍ଚରେ ଉଡିପାରେ |
ଗିର୍‍ଦା ଗାମେ ସେଣ୍ଡ ପାଞ୍ଜାମୂନେ |

ଉଚ୍ଚତା
ପ୍‍ଡୀପା
ରବି ଉଚ୍ଚତାରେ ସବୁଠୁ ଡେଙ୍ଗା ପିଲା ଅଟେ |
ରବି ପ୍‍ଡୀପାଡ଼ାଇ ଗୁଲିତିକି ସାରକିତାଞ୍ଜୁ ମୀଡା |

ଉଚ୍ଚସ୍ୱର
ଦେରିଗୀରା
ରମା ମୋତେ ଉଚ୍ଚସ୍ୱରରେ ଡାକିଲା |
ରମା ନାଙ୍ଗେ ଦେରି ଗୀରାଡାଈ ଆର୍ତା ତେଞ୍ଜୁ |

ଉଚ୍ଚାସନ
ସେଣ୍ଡଗିଆନା କକ୍‍ନି ବାହା
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ |
ଆର୍‍ପା ଆଜାମାନି ନାଜୁଗାଟାନିଈ ସେଣ୍ଡ ଗିଆନା କକ୍‍ନି ବାହା ସୀବା ଆଇନେ |

ଉଠାଇ
ଡେସାନା
ବେଳେ ବେଳେ ପବନ ଚାଳକୁ ଉଠାଇ ନେଇଥାଏ |
ଜାହିତାନି ବିଲୁ ତୂଲିଙ୍ଗା ଡେସାନା ଅଇମାନେ |


logo