logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଧଇଁ ସଇଁ
ସେକେସେକେ
ଲୋକଟି ଧଇଁ ସଇଁ ହୋଇ ଘରେ ପହଞ୍ଚିଲା |
ମ୍‍ଡେହେଞ୍ଜୁ ସେକେସେକେନା ଇଜକି ଏତାତେଞ୍ଜୁ |

ଧନୀ
ପାନ୍‍ମ୍ବାଗାଟାକା
ଧନୀମାନେ ଗରୀବଙ୍କ କଥା ବୁଝିବା ଉଚିତ |
ପାନ୍‍ମ୍ବାଗାଟାକା ପାନାନାକାରିତାରା ଏଲୁଗିୱାଲୂଡ଼ା |

ଧନୁଶର
ୱିଡୁଗୂଡି
ଶବରମାନେ ଧନୁଶର ଧରି ଯାଆ ଆସ କରନ୍ତି |
ସବରଙ୍ଗା ବିଡୁଗୂଡ଼ି ଆହାନା ସାଲ୍‍ବା ୱାବା ଗିନେରୁ |

ଧନ୍ଦା
କାବାଡ଼ି
ସ୍କୁଲମାନଙ୍କରେ ଧନ୍ଦା ମୂଳକ ଶିକ୍ଷା ଦେବା ଉଚିତ |
ଇସ୍କୁଲିକାନି କାବାଡ଼ି ଗିନାରା ଗ୍ରାପା ଲୂଡ଼ାମାନେ |

ଧନ୍ୟ
ମେଲା
ଦେଶପାଇଁ ପ୍ରାଣ ବଳି ଦେଉଥିବା ଲୋକ ଧନ୍ୟ |
ଦେଶାସେଲୁ ପରାଣି ସିନାଞ୍ଜୁ ମେଲା ପାନେଞ୍ଜୁ |

ଧମନୀ
ଦମନି
ଧମନୀରେ ପରିଷ୍କୃତ ରକ୍ତ ଯାଏ |
ଦମନୀଡ଼ାଈ ନେଗିରାକା ସାନେ |

ଧରାଧରି
ଆଃପା ଆଃପି
ପିଲାଏ ଧରାଧରି ହୋଇ ଖେଳନ୍ତି |
ମୀଡାକା ଆଃପା ଆଃପି ଆଜାନା କାହିନେରୁ |

ଧରିବା
ଆଃପା
ମାଛ ଧରିବା କେଉଟମାନଙ୍କର ବୃତ୍ତି ଅଟେ |
ମିନ୍‍ଙ୍ଗା ଆଃପା କେଉଟାଙ୍ଗାନାରି ବୁର୍‍ତି |

ଧଳା
ସୂକାଲି
ଟଗର ଫୁଲର ରଙ୍ଗ ଧଳା |
ଟଗର ପୂଜୁତାରି ଜଙ୍ଗୁ ସୂକାଲି |

ଧାନ
କୁଡ଼ିଙ୍ଗା
ବାସୁମତି ଧାନ ଚାଷ ଏକ ଲାଭ ଜନକ କୃଷି କାର୍ଯ୍ୟ |
ବାସ୍‍ଣା କୁଡିଙ୍ଗାତାସା ରଣ୍ଡେ ଲାବା ପାନାରି ତାସା |


logo