logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଠାକୁର
ପୁତ୍ଲାପେନୁ
ମନ୍ଦିରରେ ଠାକୁର ପୂଜା ପାଆନ୍ତି |
ମନ୍ଦିରତାନି ପୁତ୍ଲାପେନୁ ଲାକା ଆଇମାନେ |

ଠାକୁରାଣୀ
ପୁତ୍ଲା ଆସାପେନୁ
ଅନେକ ମନ୍ଦିରରେ ଠାକୁରାଣୀ ପୂଜା ପାଆନ୍ତି |
ମନ୍ଦିରଙ୍ଗାନି ପୁତ୍ଲା ଆସା ପେନ୍‍ଙ୍ଗାନି ଲାକା ଆଇମାନେ |

ଠାବ
ପାନ୍‍ମ୍ବା
ପୋଲିସ୍‍ ଚୋରକୁ ଠାବ କରି ପାରିଲେ |
ପୁଲିସ୍‍ ପ୍‍ ଡ଼େରେନି ଦାହାନା ପାନ୍‍ମ୍ବା ମୂତେରୁ |

ଠିକ
ଟିକ୍ନାତାରି
ରବି ଯାହା କହିଛନ୍ତି ତାହା ଠିକ ଅଟେ |
ରବି ବେସାମାନାରି ଟିକ୍ନାତାରି |

ଠିକଣା
ଆଡ୍ରେସି
ବାପାଙ୍କର ଠିକଣା ଆମ ପାଖରେ ରହିଛି |
ଆବାତାରି ଆଡ୍ରେସି ମାଇ ବାଃତା ମାନେ |

ଠିକ୍‍ ଠିକ୍‍
ଟିକ୍ନାଡ଼ାଈ
ରୋଗ ବିଷୟରେ ଡାକ୍ତରଙ୍କୁ ଠିକ୍‍ ଠିକ୍‍ କହ |
ରୂଗୁତାରାକାତା ଡାକ୍ତରଈ ଟିକ୍ନାଡ଼ାଈ ୱେସ୍‍ଦୁ |

ଠୁଳ
ଉଜା
ବିଦେଶୀ ପକ୍ଷୀ ଶୀତଦିନେ ଚିଲିକାରେ ଠୁଳ ହୁଅନ୍ତି |
ବେଗାଲି ଦିନା ପଟାଙ୍ଗା ଚିଲିକାତାନି ଉଜାମାନୁ |

ଠେକୁଆ
ମ୍‍ଡ଼ାଡୁ
ଠେକୁଆ ଆଖି ମେଲି ଶୋଇଥାଏ |
ମ୍‍ଡ଼ାଡୁ କାନ୍‍ଙ୍ଗା ମେହାନା ସୁଞ୍ଜିନେ |

ଠେଲାପେଲା
ନାସିଡୁଡି
କିରାସିନି ପାଇଁ ଲୋକେ ଠେଲା ପେଲା ହୁଅନ୍ତି |
ୱିରାନିଜୁ ସେଲୁ ଲକୁ ନାସି ଡୁଡି ଆଇନେରୁ |

ଠୋ ଠୋ
କିଲ କିଲ
ମୋତେ ଦେଖି ରବି ଠୋ ଠୋ ହସିଲା |
ନାଙ୍ଗେ ମେହାନା ରବି କିଲ କିଲନା କାକ୍ତେଞ୍ଜୁ |


logo