logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ବଇଦ
ଅସଗାଟାଞ୍ଜୁ
ଗାଁ ବଇଦ ଛୋଟ ଛୋଟ ରୋଗର ଚିକିତ୍ସା କରିଥାନ୍ତି |
ନାଜୁ ଅସଗାଟାଞ୍ଜୁ କଗେରି ରୂଗଙ୍ଗା ଲପ୍‍କିମାନେଞ୍ଜୁ |

ବକଳ
ପାଲାଙ୍ଗା
ଆଦିମ ମନୁଷ୍ୟ ଗଛର ବକଳ ପିନ୍ଧୁଥିଲେ |
ଊରଡ଼ି ଲକୁ ମ୍ରାଃନୁପାଲାଙ୍ଗା ଟାଟ୍‍କିମାସେରୁ |

ବଗିଚା
ଟୁଟାବାଡ଼ା
ସ୍କୁଲ ବଗିଚାରେ ଅନେକ ଫଳଗଛ ରହିଛି |
ଇସ୍କୁଲ ଟୁଟାତାନି ଗାମେ ପଲମ୍ରାଃକା ମାନୁ |

ବଙ୍କା
କଣ୍ଡଡ଼ି
ଗାଁକୁ ଗୋଟିଏ ଅଙ୍କାବଙ୍କା ରାସ୍ତା ଯାଇଛି |
ନାଜୁତାଙ୍ଗି ରଣ୍ଡେ କିଣ୍ଡିଡ଼ି କଣ୍ଡଡ଼ି ପାହେରି ସାଜାନେ |

ବଜାର
ଗାଡ଼ା
ବଜାରରେ ପ୍ରତିଦିନ କିଣାବିକା ହୋଇଥାଏ |
ଗାଡ଼ାତାନି ଡ଼ଃନା କଡାପ୍ରାପା ଗିୱା ଆଇନେ |

ବଜ୍ରକାପ୍‍ତା
ଜାଲେଣ୍ଡି
ବଜ୍ରକାପ୍‍ତାର କାତି ଖୁବ୍‍ ଟାଣ ଅଟେ |
ଜାଲେଣିତାଈ ପ୍ଲକସାକା ବାଡିଙ୍ଗା ଡେଃଙ୍ଗିତାଇ |

ବଞ୍ଚାଇବା
ନୀପା
ରୋଗୀକୁ ବ୍ଞ୍ଚାଇବା ଡାକ୍ତରଙ୍କ ପରମ କର୍ତ୍ତବ୍ୟ |
ରୂଗୀଈ ନୀପା ଲପ୍‍କାରାତାରି ଦେରି କାବାଡ଼ି |

ବଞ୍ଚିବା
ନୀମ୍ବା
ଆମେ ବଞ୍ଚିବା ପାଇଁ ଖାଉ |
ଆଜୁ ନୀମ୍ବାସେଲୁ ତିଞ୍ଜିମାନାସୁ |

ବଡ଼
ଦେରାଡି
ମହାନଦୀ ଓଡ଼ିଶାର ବଡ଼ ନଦୀ ଅଟେ |
ମହାନଦୀ ଓଡ଼ିଶାତାରି ଦେରାଡ଼ି ଜଡ଼ି |


logo