logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଆକାଶ
ମୂଡେଙ୍ଗି
ନୀଳ ଆକାଶ ସୁନ୍ଦର ଦେଖାଯାଏ |
ନୀଲି ମୂଡେଙ୍ଗି ସାଞ୍ଜା ତସ୍କିମାନେ |

ଆଖଡା ଘର
ବେରଡି ଇଡୁ
ପୂର୍ବ କାଳର ଆଖଡା ଘର ଏବେ ଆଉ ନାହିଁ |
କାହେତାଇ ବେରଡି ଇଟ୍‍କା ଇଦେ ଅଟେ ସିଡ |

ଆଖି
କାନୁ
ଆମେ ଆଖିର ଯତ୍ନ ନେବା ଉଚିତ |
ଆଜୁ କାନୁ ଲପ୍‍କା ଲୂଡାମାନେ |

ଆଖିରେ ପଡିବା
ଉଦାପେ ମେଃପା
ଯାଉ ଯାଉ ସାପ ଉପରେ ମୋର ଆଖି ପଡିଲା |
ସାଜେ ସାଜେ ଆନୁ ସ୍ରାସୁ ତିନିଈ ଉଦାପେ ମେଃତେ |

ଆଖିରେ ରଖିବା
ମାରୁ ମାରୁ ଗିୱା
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ୍‍ |
ଟାଡିତାଞ୍ଜି ତାଡା ମୀଡାକାନି ମାରୁ ମାରୁ ଗିୱା ଆନେ |

ଆଗ
ନକି
ଆଗ ଧାଡିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ |
ନକି କକ୍ତେକା ଗ୍ରାପା ନେଗାଡାଇ ବେନ୍‍ମ୍ବା ଆନେ |

ଆଗ୍ରହ
କାରାକାସା
ପାଠ ପଢ ସହିତ କ୍ରିଡାରେ ଆଗ୍ରହ ରଖି ଥାଅ |
ପାଟ ପଡି ଆବାତିକେ କାହାସେଲୁ କାରାକାସା ଆଦୁ |

ଆଗ୍ରହୀ
କାରାକାସା
ପିଲା ମାନେ ପାଠ ପଢାରେ ଅଧିକ ଆଗ୍ରହୀ ହେବା ଉଚିତ |
ମୀଡକା ପାଟ ପଡ଼ିଆବା ସେଲୁ କାରାକାସା ଆୱା ଲୂଡ଼ା |

ଆଙ୍କିବା
ଉଃପା
ଚିତ୍ର ଆଙ୍କିବା ଅଭ୍ୟାସ କର|
ପୂଟଙ୍ଗା ଉଃପା ଗ୍ରାମ୍ବାଦୁ |

ଆଙ୍କୁଡି
ଗଡି
ଆଙ୍କୁଡି ସାହାଯ୍ୟରେ ଆମ୍ବ ତୋଳାଯାଏ |
ଗଡିଡାଇ ମାହା ଏସ୍‍ପା ଆଇମାନେ |


logo