logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh


ସଉକି
ଗାପ୍‍ସିରେହା
ରମା ସଉକିରେ ସୁନ୍ଦର ଯୋତା ପିନ୍ଧିଛି |
ରମା ଗାପ୍‍ସି ରେହା ତାଙ୍ଗି ସାଞ୍ଜାନାଆ ସତେଡ଼ାକା କୀପ୍‍କାନେଞ୍ଜୁ |

ସଂକଳ୍ପ
ପ୍‍ଡୁପ୍‍କା
ଦେଶ ସେବା ପାଇଁ ଆମେ ସଂକଳ୍ପ କରିଛୁ |
ଦେସା ଲପ୍‍କାସେଲୁ ଆମୁ ପ୍‍ଡୁପକା ମୂସାନାମୁ |

ସକାଳ
ନାଡିସି
ସକାଳ ହେଲେ ଲୋକ କାମକୁ ବାହାରନ୍ତି |
ନାଡିସି ଆତେକା ଲକୁ ପାଇଟିତାଙ୍ଗି ସଡ଼ଃପିନେରୁ |

ସଂକୁଚିତ
ଡୂମ୍ବା
ବୃଦ୍ଧର ଚର୍ମ ସଂକୁଚିତ ହୋଇଥାଏ |
ବୁଡାଗାଟାନିତାରି ପାଣ୍ଡା ଡୂମ୍ବା ଦୁଃନେ |

ସଂଗୀତ
ଗାଡ଼ି
ସଂଗୀତ ମୋର ଅତି ପ୍ରିୟ ଅଟେ |
ଗାଡିଙ୍ଗା ୱେନ୍‍ମ୍ବା ଆନୁ ଗାମେ ମାଣ୍ଡି |

ସଂଗୃହୀତ
ଊସ୍‍ପା
ଆମ ଶ୍ରେଣୀ ପୁରୁଣା ପାଠ୍ୟ ପୁସ୍ତକ ସଂଗୃହିତ ହେଲା |
ମାଇ ଶ୍ରେଣୀତାଆ ପ୍‍ଡ଼ାଡି ପଡ଼ି ପୁତିଙ୍ଗା ଊସ୍‍ପା ଆତେ |

ସଂଗ୍ରହ
ଊସ୍‍ପା
ମୁଁ ନେତା ମାନଙ୍କର ଛବି ସଂଗ୍ରହ କରି ରଖେ |
ଆନୁ ନେତାଙ୍ଗାନା ପୂଟଙ୍ଗା ଉସ୍‍ପାନା ଇକ୍‍ଟି ମାଈ |

ସଂଗ୍ରାମ
ଉଗ୍‍ଦ୍‍
ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କର |
ଅନ୍ୟାଇ ବାଦିଡ଼ାଈ ଉଗ୍‍ଦୁ |

ସଂଗ୍ରାମୀ
ଉଗ୍‍ନାଞ୍ଜୁ
ଭଗତ ସିଂହ ଜଣେ ସଂଗ୍ରାମୀ ଯୁବା ଥିଲେ |
ଭଗତ ସିଂହ ରଆଞ୍ଜୁ ଉଗ୍‍ନାଞ୍ଜୁ ଲାୱେଞ୍ଜୁ ମାସେଞ୍ଜୁ |


logo