logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅକଲ
ଏଲୁ
ବଣରେ ବାଘ ଦେଖି ମୋର ଅକଲ ହଜିଗଲା |
ଗସାତାନି କ୍‍ଡାଡି ମେହାନା ନାନ୍ଦେ ଏଲୁ ମ୍ରାଙ୍ଗାତେ |

ଅକଲ ଗୁଡୁମ୍‍
ଏଲୁ ମ୍ରାଙ୍ଗା
ମୃତ୍ୟୁ ଖବର ପାଇ ମୋର ଅକଲ ଗୁଡୁମ୍‍ ହେଲା |
ସାବା ସଦି ବେଞାନା ନାନ୍ଦେ ଏଲୁ ମ୍ରାଙ୍ଗାତେ |

ଅକାଳ
ଅଡେଲି
ମଦ୍ୟାପନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା |
କାଲୁ ଉଣ୍‍ମ୍ବାଡାଇ ଏଆଞୁ ଅଡେଲିତାନି ସାତଞ୍ଜୁ |

ଅକ୍ଷର
ଅକ୍ୟର
ତୁମର ଅକ୍ଷର ବହୁତ ସୁନ୍ଦର ଅଟେ |
ନୀଈ ଅକ୍ୟର ଗାମେ ସାଞାମାନୁ |

ଅଙ୍କନ
ଉଃଦୁ
ଗୋଟିଏ କାଉର ଚିତ୍ର ଅଙ୍କନ କର |
ରଣ୍ଡା କାକାତାରା ପୂଟ ଉଃଦୁ |

ଅଜା
ଆକେ
ଆମ ଅଜାଙ୍କ ନାମ ଡିଙ୍ଗୁରା ପ୍ରଧାନ |
ମାଇ ଆକେ ପାଦା ଡିଙ୍ଗୁରା ପ୍ରଧାନ |

ଅଝଟ
ଡିହା
ଅଝଟ କରିବା ମନ୍ଦ ଅଟେ |
ଡିହା ଆବା ନେଗି ସିଡେ |

ଅଞ୍ଚଳ
ଦିନା
ଆମ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ |
ମାନ୍ଦେ ଦିନା ଗସାଙ୍ଗାଡାଈ ପୂରି ଆଜାନେ |

ଅଟ୍ଟାଳିକା
ସାଞ୍ଜାମାନି ଦେରିଇଡୁ
ଧନୀକମାନେ ଅଟ୍ଟାଳିକାରେ ରହନ୍ତି |
ପାନ୍‍ମ୍ବାଗାଟାକା ସାଞ୍ଜାମାନି ଇଟ୍‍କାନି ରାହି ଆଇନେରୁ |

ଅଠା
ଅଟା
ଅଠାରେ କାଗଜ ଲଗାଯାଏ |
ଅଟାଡାଇ କାଗଜଙ୍ଗ ଆଃପ ଗିୱା ଆଇନେ |


logo