logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଉଚ୍ଚ
ସେଣ୍ଡ
ଶାଗୁଣା ଖୁବ୍‍ ଉଚ୍ଚରେ ଉଡିପାରେ |
ଗିର୍‍ଦା ଗାମେ ସେଣ୍ଡ ପାଞ୍ଜାମୂନେ |

ଉଚ୍ଚାସନ
ସେଣ୍ଡଗିଆନା କକ୍‍ନି ବାହା
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ |
ଆର୍‍ପା ଆଜାମାନି ନାଜୁଗାଟାନିଈ ସେଣ୍ଡ ଗିଆନା କକ୍‍ନି ବାହା ସୀବା ଆଇନେ |

ଉତ୍ସନ୍ନ
ମୁହି ଆୱା
ଦୁର୍ଘଟଣାରେ ତାର ସବୁ ଉତ୍ସନ୍ନ ହୋଇଗଲା |
ଦଗାତା ଦିଆନା ଏଆନିତାଈ ଗୁଲେ ମୁହି ଆତୁ |

ଉତ୍‍ପାତ
ଡାଡ୍ରିଆୱା
ଦୁଷ୍ଟମାନଙ୍କର ଉତ୍ପାତ ବଢିବାରେ ଲାଗିଛି |
ଡ଼ଈକାରିତି ଡାଡ୍ରିଆୱା ବାଡି ଆଇମାନେ |

ଉତ୍କଟ
ଆଜାଞ୍ଜାପା
କିଛି ବର୍ଷ ପରେ ଖଣିଜ ତୈଳର ଉତ୍କଟ ଅଭାବ ହେବ |
ଇକେ ବାସାରି ବେଅଟି ନିଜୁ ପାନ୍‍ମ୍ବା ଆଜାଞ୍ଜାପା ଡ୍‍ଡଃନେ |

ଉତ୍ପତି
ପ୍ଲୀନି
ଜମି ରହୁଥିବା ପାଣି ମଶାର ଉତ୍ପତି ସ୍ଥଳ ଅଟେ |
ଉଜାମାନି ସିରୁ ବିହାଙ୍ଗା ପ୍ଲୀନି ବାହା |

ଉତ୍ସ
ଉର୍ପା
ଗ୍ରୀଷ୍ମ ଋତୁରେ ଜଳ ସ୍ରୋତ ଉତ୍ସ ଶୁଖିଯାଏ |
କାରା ଜେଲିତାନି ସିରୁବାରୁତାରି ଉର୍ପା ବାସିନେ |

ଉତ୍ସାହୀ
ରେହାଗାଟାଞ୍ଜୁ
ଉତ୍ସାହୀ ବ୍ୟକ୍ତି ସବୁ କାମରେ ସଫଳ ହୁଏ |
ରେହାଗାଟାଞ୍ଜୁ ଗୁଲେତାରା ଗିୱା ମୂନେଞ୍ଜୁ |

ଉତ୍ତୋଳନ
ସେଣ୍ଡକି କଡା
ଖଣିରୁ ଖଣିଜ ପଥର ଉତ୍ତୋଳନ କରାଯାଏ |
କଣିଡ଼ାଈ କଣଇଜ ବାତିଙ୍ଗା ସେଣ୍ଡକି କଡ଼ା ଆଇନେ |

ଉପବାସ
ସାକେ ମାନ୍‍ମ୍ବା
ଉପବାସ ଦ୍ୱାରା ପାକସ୍ଥଳୀ ବିଶ୍ରାମ ପାଇଥାଏ |
ସାକେ ମାନ୍‍ମ୍ବାଡାଈ ତିନ୍‍ମ୍ବା ମଡ଼ି ଜାମା ପାନ୍‍ମ୍ବିନେ |


logo