logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଉତ୍ତାପ
ବେଃପା
ଜ୍ୱର ହେଲେ ଦେହର ଉତ୍ତାପ ବଢେ |
ନମେରି ଆତେକା ଗାଣ୍ଡିମାରା ବେଃପା ଟଣ୍ଡିନେ |

ଉତ୍ପାଦନ
ଗିଆନା ପାନ୍‍ମ୍ବା
କୃଷି ଉତ୍ପାଦନ ବଢାଇବା ଆବଶ୍ୟକ |
ତାସା ଗିଆନା ପାନ୍‍ମ୍ବା ବାଡିଗିୱା ଲୂଡା |

ଉଷୁମ
ଅପୁ ଅପୁ
ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଭଲ |
ପେନିଡେଲିତାନି ଅପୁଅପୁତାଆ ସିରୁ ମୀୱା ନେଗି |

ଉଚିତ
ଆୱାକାତା
ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ |
ମୀଡାକା ଟାଡିତାଞ୍ଜିତାରା କାତା ମାନି ଆୱାକାତା |

ଉପକରଣ
ଲୂଡା ଆନାଆ
ପାଠ ଉପକରଣ ସାଇତି ରଖ |
ପାଟ ସେଲୁ ଲୂଡା ଆନାଆ ରସାନା ଇଟାଦୁ |

ଉପସ୍ଥିତ
ସଡିଟି ମାନ୍‍ମ୍ବା
ଶିକ୍ଷକ ଡାକିବା ମାତ୍ରେ ମୁଁ ଉପସ୍ଥିତ ରହେ |
ମାଷ୍ଟ୍ର ଅର୍ତାନି ଡାଣ୍ଡେ ସଡିଟି ମାନ୍‍ମ୍ବା ମୂପି ମାଈ |

ଉକୁଣି
ତ୍ଲାଉ ପେନ୍‍ଙ୍ଗା
ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି |
ସପ୍ରା ତ୍ଲାଉତାନି ପେନ୍‍ଙ୍ଗା ପାହିନୁ |

ଉତ୍ତର ଦିଗ
ଦେବା ବେଞ୍ଜା
ଉତ୍ତର ଦିଗରୁ ଥଣ୍ଡା ପବନ ବହେ |
ଦେବା ବେଞ୍ଜଟି ଜିଲି ବିଲୁ ବାଇମାନେ |

ଉତ୍କୃଷ୍ଟ
ଗାପ୍‍ସିନେଗା
କନ୍ଧମାଳରେ ଉତ୍କୃଷ୍ଟ ହଳଦୀ ଉତ୍ପାଦନ କରାଯାଏ |
କନ୍ଧମାଳତାନି ଗାପ୍‍ସି ନେଗା ସ୍‍ଡ଼ଙ୍ଗାଙ୍ଗା ତାସା ଗିବା ଆଇମାନେ |

ଉତ୍ପାଦିକା
ସ୍‍ଡ଼ପା
ଜମିର ଉତ୍ପାଦିକା ଶକ୍ତି କମି ଗଲାଣି |
ଟାଣାତାରି ସ୍‍ଡ଼ପାଡାଟା କଗିତେଡେଏ |


logo