logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଋତୁ
ଡେଲି
ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ |
କାରା ଡେଲିତାନି ମାହା ମାଜିନେ |


ଏଣେ ତେଣେ
ଏନେଆନା
ଆବର୍ଜନା ଏଣେତେଣେ ପକାନ୍ତୁ ନାହିଁ |
ରୂଡାବର ଏନେଆନା ତୁଃପା କୂନା |

ଏଣ୍ଡୁଅ
ଡଈ
ଏଣ୍ଡୁଅ କଙ୍କି ମାରି ଖାଏ |
ଡଈ ପୀପେରାଞ୍ଜାଙ୍ଗା ଆଃପାନା ତିନେ |

ଏକ
ରଣ୍ଡେ
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ |
ନାହଡି ରଣ୍ଡେ ପର୍ତେଗାଟି ଜତମାନେ |

ଏକବାର ଛୁ
ରହେବାଙ୍ଗା ଦେଗିତେ
କୁକୁରକୁ ଦେଖି ମାଙ୍କଡ ଏକବାର ଛୁ |
ନାହଡି ମେହାନା ମାକାଡି ରହବାଙ୍ଗା ଦେଗିତେ |

ଏକ୍‍ଜୁଟ
ଆଡାନା
ଗାଁ ଲୋକ ଏକଜୁଟ ହୋଇ ରାସ୍ତା ମରାମତି କଲେ |
ନାଜୁତାକା ଆଡାନା ରୂଟୁ ରସ୍ତେରୁ |

ଏକକ
ରଣ୍ଡେନେ
ମିଟର ଦୂରତା ମାପିବାର ଏକକ ଅଟେ |
ମିଟର ଦୁରୁତିନି ଡାସିନି ରଣ୍ଡେନେ ରୂଜୁ |

ଏଇଠି
ଇମ୍ବା
ଏଇଠି ବସି ମୁଁ ନିତି ବହି ପଢେ |
ଇମ୍ବା କକ୍‍ସାନା ଆନୁ ଡ଼ଃନା ପୁତି ପଡି ଆଇମାଇ |

ଏକତା
ର ବାଃତା ମାନ୍‍ମ୍ବା
ଏକତା ହିଁ ବଳ |
ର ବାଃତା ମାନ୍‍ମ୍ବା ଆଇନେ ଡାଟା |


logo