logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଏକାଡିଆଁ
ସଟେକା ପାଞ୍ଜା
ମାଙ୍କଡଟି ଏକା ଡିଆଁରେ ପଳାଇଲା |
ମାକାଡି ସଟେକା ପାଞ୍ଜାନା ଦେଗିତେ |

ଏକା ପ୍ରକାର
ର ଡେଃଙ୍ଗତାଆ
ସଇନିକ ମାନେ ଏକ ପ୍ରକାରର ପୋଷାକ ପିନ୍ଧନ୍ତି |
କାଲାଗିନାକା ର ଡେଃଙ୍ଗିତାନେ ସିଣ୍ଡାଦାନ୍ଦା କୀନେରୁ |

ଏହି
ଇରି
ଏହି ଦେଶ ଆମ ଜନ୍ମଭୂମି ଅଟେ |
ଇରି ଦେଶା ମାଇ ଗାଡି ଆଜାମାନି ବାହା ମାନେ |

ଐରାବତ
ଆଣ୍ଡାଆତି
ଐରାବତ ହାତୀମାନଙ୍କ ଦଳପତି ଅଟେ |
ଆଣ୍ଡା ଆତି ଆତିଙ୍ଗାନି ଦେରାଡି ମାନେ |


ଅଟେ
ମାଛ ଓ ମାଂସ ଶରୀରର ବୃଦ୍ଧି କରନ୍ତି |
ମିନ୍‍ଙ୍ଗା ଅଟେ ଊଙ୍ଗା ଗାଣ୍ଡିମାରା ବାଡି ଗିନୁ |

ଓଳି
ଊଲି
ଗୋଟିଏ ଓଳି କାମ କଲେ ଅଧା ମଜୁରି ପାଇବ |
ର ଊଲି ପାଇଟି ଗିତେକା ତୁଲେ ମୁଲୁ ପାଣ୍ଡି |

ଓଠ
ଟଡା
ଶୀତ ଦିନେ ଓଠ ଫାଟେ |
ପେନି ଡେଲି ଟଡାଙ୍ଗା ପାଙ୍ଗିନୁ |

ଓସାର
ଅହାରି
ଓସାର ଲମ୍ବା ଅପେକ୍ଷା ସାନ ଅଟେ |
ଅହାରି ଲାମ୍ବତିକି କକ୍‍ସିତାରି ମାନେ |

ଓଜନ
ଡେସାନା
ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ୍‍ |
ଡାସାଗାଟାକା ଡେସାନା କୁସାବର ପ୍ରାପା ଲୁଡ଼ାମାନେ |


logo