logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଏକଲା
ରଆନେ
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ |
ଆନୁ ମାଇ ନାଜୁଡ଼ାଈରଆନେ କଲେଜତାଙ୍ଗି ସାଜିମାଈ |

ଏମନ୍ତ
ଈଆଡେଃଙ୍ଗି
ଏମନ୍ତ କରି ଦେଖାଅ, ଯାହା ଦେଖି ଲୋକ ଖୁସି ହେବେ |
ଈଆଡେଃଙ୍ଗି ଗିଦୁ, ଏସ୍ତାରା ମେହାନା ଲକୁ ରେହା ଆନେରୁ |

ଏବେ
ଇଦେ
ଏବେ ପାଠ ପଢାର ସମୟ ଅଟେ |
ଇଦେ ପାଟ ପଡ଼ିଆନାରି ଡେଲି ମାନେ |

ଏଟିଏମ୍‍
ଟାକାଙ୍ଗା ସ୍‍ଡପ୍ନାରି
ଏଟିଏମ୍‍ରୁ ଯେ କୌଣସି ସମୟରେ ଟଙ୍କା ଉଠାଯାଏ |
ଟାକାଙ୍ଗା ସ୍‍ଡପ୍ନି ବାହାଡାଇ ଟାକାଙ୍ଗା କଡା ମୂପା ଆନେ |


ଏନ୍ତୁଡିଶାଳ
ଗାଡ଼ି ଆନି ବାହା
ଏନ୍ତୁଡିଶାଳ ଆମ ଜନ୍ମସ୍ଥାନ ଅଟେ |
ଗାଡ଼ି ଆନି ବାହା ମାଇ ପ୍ଲିଆନାରି ବାହା |

ଏକଟଙ୍କିଆ
ର ଟାକା
ଆଜି କାଲି ଏକଟଙ୍କିଆ ନୋଟ ଦେଖାଯାଏ ନାହିଁ |
ନେଞ୍ଜୁବୀଏ ର ଟାକା ଲୂଟୁଙ୍ଗା ମେଃପା ଆଇସିଡେ |

ଏକଦଶ
ଏଗାର
ମୁଁ ଏକଦଶ ବାର ଚିଲିକା ଦେଖିଛି |
ଆନୁ ଏଗାର ପାଲୁ ଚିଲିକା ମେଃତେଏ |

ଏକାଠି
ର ବାଃତା
ପରିବାରରେ ସମସ୍ତେ ଏକାଠି ରହନ୍ତି |
ଇଡୁତାକା ଗୁଲେ ର ବାଃତା ରାହି ଆଇନେରୁ |

ଏକାଧିକ
ରଣ୍ଡାଡାଇ ସାରକି
ମୋ ପାଖରେ ଏକାଧିକ ଗଣିତ ବହି ଅଛି |
ନାଇ ବାଃତା ରଣ୍ଡା ଡ଼ାଈ ସାରକି ଗଣିତ ପୁତିଙ୍ଗା ମାନୁ |


logo