logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଉଠାଇ
ଡେସାନା
ବେଳେ ବେଳେ ପବନ ଚାଳକୁ ଉଠାଇ ନେଇଥାଏ |
ଜାହିତାନି ବିଲୁ ତୂଲିଙ୍ଗା ଡେସାନା ଅଇମାନେ |

ଉଭୟ
ରୀଣ୍ଡୀ
ବିଦ୍ୟାଳୟ ସଫା ରଖିବା ଛାତ୍ର ଛାତ୍ରୀ ଉଭୟଙ୍କ କର୍ତ୍ତବ୍ୟ ଅଟେ |
ଇସ୍କୁଲି ସାଞ୍ଜାଗିଆନା ଇଟା ଆପବୁଡି ରୀଣ୍ଡାସାନାରି କାବାଡି |

ଉଇକେଟ
କାହାଗାଟାକା
କ୍ରିକେଟର ଗୋଟିଏ ଦଳରେ ଏଗାରଟା ଉଇକେଟ ଥାଏ |
କ୍ରିକେଟତାନି ର ଦଲତା ଏଗାର ଗାଣ୍ଡି କାହାଗାଟାକା ମାଞ୍ଜାଦୁଃନେରୁ |

ଉପହାର
ସିଆନାରି
ପବନ ଈଶ୍ୱର ଆମକୁ ଦେଇଥିବା ଉପହାର ଅଟେ |
ୱିଲୁ ପେନୁ ମାଙ୍ଗେ ରେହାଡାଇ ସିଆମାଞ୍ଜାନାରି |

ଉପର
ସେଣ୍ଡନି
ବାୟୁ ମଣ୍ଡଳର ଉପର ଭାଗରେ ମହାଶୂନ୍ୟ ରହିଛି |
ବିଲୁ ସେଣ୍ଡନି ବାହାତାନି ମହାଶୂନ୍ୟ ମାନେ |

ଉର୍ବର
ଗବେରିଟାଣା
ପ୍ରଚୁର ଫସଲ ନିମନ୍ତେ ଉର୍ବର ମାଟି ଆବଶ୍ୟକ |
ନେଗିତାସା ସେଲୁ ଗବେରି ଟାଣା ଲୂଡ଼ାମାନେ |


ଊଣା
କପ୍‍କା
ପାଠ ପଢା ଊଣା କର ନାହିଁ |
ପାଟ ପଡିଆୱା କପ୍‍କା କୂନା |

ଊଳି
ଊଲେକା
ଗ୍ରୀଷ୍ମ ଋତୁରେ ଏକ ଭଳି କାମ କରିବା ଭଲ |
କାରା ଡେଲିତାନି ଊଲେକା ପାଇଟି ଗିୱା ନେଗି |



logo