logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଉପରେ
ସେଣ୍ଡ
ଚାଳଉପରେ କାଉଟିଏ ବସିଛି |
ତୂଲି ସେଣ୍ଡ ରଣ୍ଡେ କାକା କକ୍‍ସାନେ |

ଉତ୍ତମ
ଗାପ୍‍ସି ନେଗାରି
ମୀନା ଜଣେ ଉତ୍ତମ ବାଳିକା ଅଟେ |
ମୀନା ରଣ୍ଡେ ଗାପ୍‍ସି ନେଗାରି ବୁଡି ମୀଡା |

ଉଦୁଉଦିଆ
ମାଡା
ଉଦୁଉଦିଆ ଖରାରେ ପଦାକୁ ବାହାରନ୍ତୁ ନାହିଁ |
ମାଡା କାରାତାନି ଅଡେକି ସ୍‍ଡ଼ଃପା କୂନା |

ଉଡିବା
ପାଞ୍ଜା
ଛୁଆ ପକ୍ଷୀ ମାଆଠାରୁ ଉଡିବା ଶିଖେ |
ପଟାମୀଡା ଟାଡିନି ବାହାଡ଼ାଇ ପାଞ୍ଜା ଗ୍ରାମ୍ବିନେ |

ଉପଦେଶ
ନେଗି ଗ୍ରାପା
ଗୁରୁଜନମାନଙ୍କର ଉପଦେଶ ମାନି ଚଳ |
ଦେରାରିତାରା ନେଗିଗ୍ରାପା ମାନି ଆଜାନା ନୀମ୍ବାଦୁ |

ଉଭା
ତଞ୍ଜା
ଘନ ମେଘ ଆସ୍ତରଣ ମଧ୍ୟରେ ସୂର୍ଯ୍ୟ ଉଭା ହେଲେ |
କାଲି ମୂଡେଙ୍ଗି ମାଦେ ବେଲା ତଞ୍ଜା ଆତେ |

ଉଚ୍ଚସ୍ୱର
ଦେରିଗୀରା
ରମା ମୋତେ ଉଚ୍ଚସ୍ୱରରେ ଡାକିଲା |
ରମା ନାଙ୍ଗେ ଦେରି ଗୀରାଡାଈ ଆର୍ତା ତେଞ୍ଜୁ |

ଉପକାର
ନେଗାରା
ଅସହାୟ ଲୋକର ଉପକାର କର |
ମୂଆନି ଇକୁରି ସେଲୁ ନେଗାରା ଗିଆଜିଦୁ |

ଉଦ୍‍ ଯୋଗ
କାରାକାସା
ଦେଶ ସେବାରେ ଉଦ୍‍ ଯୋଗ ଥିବା ଆବଶ୍ୟକ |
ଦେଶା କାବାଡିତାନି କାରାକାସା ଆୱା ଲୂଡାମାନେ |

ଉଇ
ଡୀମୁ
ଉଇ ବହି ପତ୍ର ଖାଇଯାଏ |
ଡୀମୁ ପୁତିଙ୍ଗା ନାହିକି ଗିନେ |


logo