logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଉଦୟ
ସ୍‍ଡ଼ଃପା
ପ୍ରତିଦିନ ଠିକ୍‍ ସମୟରେ ସୂର୍ଯ୍ୟ ଉଦୟ ହୁଏ |
ଡଃନା ଟିକ୍ନା ଡେଲିତାନି ୱେଲା ସ୍‍ଡ଼ଃପିନେ |

ଉପାଧି
ପଣ
ବିଜ୍ଞ ଲୋକମାନଙ୍କୁ ଯୋଗ୍ୟ ଉପାଧି ଦିଆଯାଏ|
ପୁନ୍‍ମ୍ବାଗାଟାରିକି ଆଗ୍‍ନି ସୀବା ଆଇନେ |

ଉପଯୁକ୍ତ
ଟିକ୍ନା
ରୋଗୀକୁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ |
ରୂଗୁଟାନିଈ ଟିକ୍ନା ଲପ୍‍କା ଲୂଡ଼ାମାନେ |

ଉଦ୍ଭାବନ
ଦାହାନା ତ‍ସ୍‍ପା
ମାର୍କୋନି ରେଡ଼ିଓ ଉଦ୍ଭାବନ କରିଥିଲେ |
ମାର୍କୋନି ରେଡ଼ିଓ ଦାହାନା ତ‍ସ୍‍ପା ମୂସାସେଞ୍ଜୁ |

ଉହାଡ଼
ବେଅନିପାକି
ପାହାଡ ଉହାଡ଼ରେ ସୂର୍ଯ୍ୟ ଲୁଚିଗଲେ |
ସରୁ ବେଅନି ପାକି ବେଲା ମାର୍ଗିତେ |

ଉପାୟ
ପାହେରି
ମନ ଥିଲେ ଉପାୟ ଆସେ |
ମନ ମାସେକା ପାହେରି ତିଞ୍ଜିନେ |

ଉଚ୍ଚତା
ପ୍‍ଡୀପା
ରବି ଉଚ୍ଚତାରେ ସବୁଠୁ ଡେଙ୍ଗା ପିଲା ଅଟେ |
ରବି ପ୍‍ଡୀପାଡ଼ାଇ ଗୁଲିତିକି ସାରକିତାଞ୍ଜୁ ମୀଡା |

ଉନ୍ନତି
ବାଡିଆୱା
ପିତାମାତା ପିଲାମାନଙ୍କର ଉନ୍ନତି କାମନା କରନ୍ତି |
ଟାଡିତାଞ୍ଜି ମୀଡାକାନି ବାଡି ଆୱା ଦାଃନୁ |

ଉର୍ଦ୍ଧକ୍ରମ
ସେଣ୍ଡକି ସେଣ୍ଡକି
ଉର୍ଦ୍ଧକ୍ରମରେ ସଜାଇ ରଖ |
ସେଣ୍ଡକି ସେଣ୍ଡକି ଗିଆନା ରସ୍‍ଦୁ |

ଉତ୍ସାହିତ
ରେହା
ପ୍ରଶଂସା ମିଳିଲେ ସମସ୍ତେ ଉତ୍ସାହିତ ହୁଅନ୍ତି |
ପଙ୍ଗା ପାଟେକା ଗୁଲେତାକା ରେହା ଆନେରୁ |


logo