logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଆଖଡା ଘର
ବେରଡି ଇଡୁ
ପୂର୍ବ କାଳର ଆଖଡା ଘର ଏବେ ଆଉ ନାହିଁ |
କାହେତାଇ ବେରଡି ଇଟ୍‍କା ଇଦେ ଅଟେ ସିଡ |

ଆଶ୍ୟସ୍ତ
ଜେଡାବାବା
ଭଲ ଫସଲ ଦେଖି ଚାଷୀ ଆଶ୍ୟସ୍ତ ହୁଅନ୍ତି |
ନେଗିତାସା ମେହାନା ତାସାଗାଟାରିତାରି ଜେଡା ୱାନେ |

ଆଗ୍ରହୀ
କାରାକାସା
ପିଲା ମାନେ ପାଠ ପଢାରେ ଅଧିକ ଆଗ୍ରହୀ ହେବା ଉଚିତ |
ମୀଡକା ପାଟ ପଡ଼ିଆବା ସେଲୁ କାରାକାସା ଆୱା ଲୂଡ଼ା |

ଆନନ୍ଦ
ରେହା
ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ |
ପେନୁଈ ଆଜିତାକା ଉଜେ ରେହା ପାନ୍‍ମ୍ବା ଆନେ |

ଆସ
ବାଦୁ
ଆସ ସ୍କୁଲକୁ ଯିବା |
ବାଦୁ ଇସ୍କୁଲିତାଙ୍ଗି ସାନାସୁ |

ଆଗ
ନକି
ଆଗ ଧାଡିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ |
ନକି କକ୍ତେକା ଗ୍ରାପା ନେଗାଡାଇ ବେନ୍‍ମ୍ବା ଆନେ |

ଆରମ୍ଭ
ଟଣ୍ଡା
ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିବା ଭଲ|
ପେନୁ ବାଃତା ଜାସାନା କାବାଡି ଟଣ୍ଡା ନେଗି |

ଆତ
ଗୁପିତଗା
ଆତ ଫଳ ଭାରି ସୁଆଦିଆ ଲାଗେ |
ଗୁପିତଗା ତିନ୍‍ମ୍ବା ଗାମେ ସେନେ |

ଆଶା
ଆସା
ପରିଶ୍ରମ ବିହୀନ ଆଶା ବୃଥାରେ ଯାଏ |
କାବାଡି ସିଡାତାକା ଆସା ଆରେନେ ସାନେ |

ଆଲମିରା
ଆଲମାରି
ଆଲମିରାରେ ବହି ପତ୍ର ସୁରକ୍ଷିତ ରହେ |
ଆଲମାରିତାନି ପୁତିଙ୍ଗା ନେଗାଡାଇ ରାହିଆନୁ |


logo