logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଆଙ୍କିବା
ଉଃପା
ଚିତ୍ର ଆଙ୍କିବା ଅଭ୍ୟାସ କର|
ପୂଟଙ୍ଗା ଉଃପା ଗ୍ରାମ୍ବାଦୁ |

ଆଦିମ ମଣିଷ
ଊରଡି ମ୍ଡେହେଞ୍ଜୁ
ଆଦିମ ମଣିଷ ଶିକ୍ଷିତ ନ ଥିଲେ |
ଊରଡି ମ୍ଡେହେଞ୍ଜୁ ପାଟ ପଡି ଆଆସିଡାତେଞ୍ଜୁ |

ଆମ୍ଲେଟ
ବାହାମାନି ବାଟା
ଅଣ୍ଡା ଆମ୍ଲେଟ ଖାଇବାକୁ ରୁଚିକର ଲାଗେ |
ୱାହାମାନି ୱାଟା ତିନ୍‍ମ୍ବା ନେଗି ଇସ୍‍ ନେ |

ଆବଶ୍ୟକ
ଲୂଡାମାନେ
ବ୍ୟାୟାମ ଆମ ଶରୀର ପାଇଁ ଆବଶ୍ୟକ ଅଟେ |
ଦେଗା କାହ ମାଇ ନେଗି ରାହି ଆୱାସେଲୁ ଲୂଡାମାନେ |

ଆମ ଗାଁ
ମାଇ ନାଜୁ
ଆମ ଗାଁ ଉପର ମୁଣ୍ଡରେ ପାହାଡଟିଏ ଅଛି |
ମାଇ ନାଜୁ ମିହନରେ ରଣ୍ଡେ ସରୁ ମାନେ |

ଆମ୍ବ ଟାକୁଆ
ମାହାଟାହି
ଆଦିବାସୀ ମାନେ ଆମ୍ବ ଟାକୁଆର କୁଇଲି ଖାଆନ୍ତି |
ଗସାଦିନାତାକା ମାହାଟାହିକା ଡାଈ ବୀସା ତଲ ଗିଆନା ତିନେରୁ |

ଆତୁର
ଅଡ୍‍ପା
ପରୀକ୍ଷା ଫଳ ଜାଣିବା ପାଇଁ ପିଲେ ଆତୁର ହୋଇଥାନ୍ତି |
ପାସପେଲି ପୁନମ୍ବାସେଲୁ ମୀଡାକା ଅଡସାନା ମାଞ୍ଜାଦୁଃପିନେରୁ |

ଆସ୍ଫାଳନ
ଅଗା
ମନୁଷ୍ୟର ଆସ୍ଫାଳନ ବୃଥା ହୋଇଯାଏ |
ମଡେହେନିତାରି ଅଗା ବୁର୍ତାତାରି ଆଇନେ |

ଆସ୍ପର୍ଦ୍ଧା
ଡାଟାବପୂ
ଗର୍ବୀର ଆସ୍ପର୍ଦ୍ଧା ତାର ବିନାଶର କାରଣ ଅଟେ |
ଡାଟାବପୂ ତସ୍ନାକା ଏରାଡାଇବେ ମୁହି ଆନେରୁ |

ଆଙ୍ଗୁଠି
ୱାଞ୍ଜୁ
ଆଙ୍ଗୁଠି ଧରିବାରେ ସାହାଯ୍ୟ କରେ |
ୱାଞ୍ଜୁ ଆଃନାବାନି ଦାରା ଗିପିଞ୍ଜାନେ |


logo