logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଆଶ୍ୱାସନା
ତାଡା
ବାପା ମୋତେ ଆଶ୍ୱାସନା ଦେଲେ |
ଆବା ନାଙ୍ଗେ ତାଡା ଗିଆତେଞ୍ଜୁ |

ଆୟୋଜନ
ତଲଗିୱା
ବିଦ୍ୟାଳୟରେ କ୍ରୀଡା ଆୟୋଜନ କରାଗଲା |
ଇସ୍କୁଲିତାନି କାହା ତଲ ଗିୱା ଆତେ |

ଆବାସ
ଲଃନି ବାସା
ଜଙ୍ଗଲ ହାତୀମାନଙ୍କ ଆବାସ ସ୍ଥଳ ଅଟେ |
ଗସା ଆତିଙ୍ଗାନାରି ଲଃନିବାସା |

ଆବଶ୍ୟକ
ଲୂଡାମାନେ
ପିତା ମାତାଙ୍କର ଆଦେଶ ମାନିବା ଆବଶ୍ୟକ |
ଆଜା ଆବାତାରା କାତା ବେନମ୍ବା ଲୂଡାମାନେ |

ଆଲୋକ
ଉଜାଡି
ସୂର୍ଯ୍ୟଠାରୁ ପୃଥିବୀକୁ ଆଲୋକ ଆସେ |
ବେଲାଡାର ପୁର୍ତିତାଙ୍ଗି ଉଜାଡି ୱାଇମାନେ |

ଆପଣା ପର
ଏସକି ପେସକି
ଆପଣା ପର ଭାବିବା ପାପ ଅଟେ |
ଏସକି ପେସକି ଗିୱା ଡିଈ |

ଆରୋଗ୍ୟ
କାର୍‍ ଇନ୍‍ମ୍ବା
ମୁଁ ତୁମର ଆରୋଗ୍ୟ କାମନା କରେ |
ଆନୁ ନୀ କାର୍‍ ଇନ୍‍ମ୍ବା ତାଃପିମାଈ |

ଆଚରଣ
ଗିଆନାତସ୍ନାରି
ଆମ ଆଚରଣ ମାର୍ଜିତ ହେବା ଉଚିତ୍‍ |
ମାଇ ଗିଆନା ତସ୍ନାରି ନେଗାରି ଆୱା ଆନେ |

ଆମ୍ବ ଗଛ
ମହା ମ୍ରାଃନୁ
ଆମ ବାରିରେ ଗୋଟିଏ ଆମ୍ବଗଛ ଅଛି |
ମାଇ ବାଡାତାନି ରଣ୍ଡେ ମହା ମ୍ରାଃନୁ ମାନେ |

ଆଡମ୍ବର
ରେହାଲାବା
ଲୋକେ ନୂଆବର୍ଷ ଆଡମ୍ବର ସହିତ ପାଳନ୍ତି |
ଲକୁ ପୂନିବାସାରି ରେହାଲାବାଡାଈ ପାଲି ଗିପିନେରୁ |


logo