logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅର୍ଦ୍ଧକ ଅଂଶ
ତୁଲେବାଗା
ମୋ ମିଠେଇର ଅର୍ଦ୍ଧକ ଅଂଶ ସାନଭାଇକୁ ଦେଲି |
ନାଇ କଜାଙ୍ଗାନା ତୁଲେ ନାଙ୍ଗେ କଗାନିକି ସିତେ |

ଅଭାବୀ
ପାନାନାକା
ଆମ ଗ୍ରାମରେ ଅନେକ ଅଭାବୀ ଲୋକ ଅଛନ୍ତି |
ମାଇ ନାଜୁତାନି ଦାଲା ପାନାନାକା ମାନେରୁ |

ଅପକାରିତା
ନାହିକି ଆନାରି
ଧୂମ ପାନର ଅପକାରିତା ଅତି ଭୟଙ୍କର |
ଦୁଆଲି ଉନ୍‍ମ୍ବାଡାଇ ନାହିକି ଆନାଇର ଆଜାଞ୍ଜାପାତାରି |

ଅଭାବ
ଲୂଡାମାନ୍‍ମ୍ବା
ପରିଶ୍ରମୀର ଅଭାବ ନ ଥାଏ |
କାବାଡି ଗିନାଞ୍ଜୁ ଲୂଡାମାନାଆ ପାନେଞ୍ଜୁ |

ଅନୁସରଣ
ମେହାନାଗିୱା
ଆମେ ଧାର୍ମିକର ଅନୁସରଣ କରିବା ଉଚିତ୍‍ |
ନେଗାନିତାରା ମେହାନା ଗିୱା ଲୂଡାମାନେ |

ଅକାଳ
ଅଡେଲି
ମଦ୍ୟାପନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା |
କାଲୁ ଉଣ୍‍ମ୍ବାଡାଇ ଏଆଞୁ ଅଡେଲିତାନି ସାତଞ୍ଜୁ |

ଅଶ୍ୱତ୍‍ଥ
ପିପାଲି
ଅଶ୍ୱତ୍‍ଥ ଗଛର ଛାଇ ଭାରି ଥଣ୍ଡା ଲାଗେ |
ପିପାଲି ମ୍ରାଃନୁତାରି ଡୁଗା ଗାମେ ଜିଲି ଇନେ |


ଆଲୋଚନା
ବାସିଆୱା
ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ |
ବାସି ଆଜାନା ତୁଜୁରି ରସ୍‍ପା ଆନେ |

ଆଦାୟ
କାଜୁତାଙ୍ଗିତାପା
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି |
ତାସାଗାଟାକା ଟାଣାଡାଇ ତାସା କାଜୁତାଙ୍ଗି ତାପିନେରୁ |


logo