logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଅବସ୍ଥିତି
ମାନାରି
ନଈର ଅବସ୍ଥିତି ଆମ ପାଇଁ ମଙ୍ଗଳ ଜନକ |
ଜଡି ମାନାରି ମାଇସେଲୁ ଗାପ୍‍ସି ନେଗି |

ଅନୁମାନ
ଏଲୁଗିୱା
ଅନୁମାନ ଦ୍ୱାରା କାର୍ଯ୍ୟ ସଫଳ ହୁଏ ନାହିଁ |
ଏଲୁ ଗିୱାଡାଇ କାବାଡି ପୂରି ଥାଏ |

ଅନେକ
ଗାପ୍‍ସି
ଆମ ଦେଶରେ ଅନେକ ସମସ୍ୟା ଅଛି |
ମାଇ ଦେଶାତାନି ଗାପ୍‍ସି ଜୁଜୁରାକା ମାନୁ |

ଅଦଳ ବଦଳ
ମାସ୍କାମାସ୍କି
ପୂର୍ବ କାଳରେ ଅଦଳ ବଦଳ ଦ୍ୱାରା କିଣାବିକା ହେଉଥିଲା |
କାହେ ମାସ୍କାମାସ୍କି ଗିଆନ କଡା ପ୍ରାପା ଗିୱା ଆଇସେ |

ଅଣ୍ଡା
ୱାଟା
ଅଣ୍ଡାର କେଶର ଦେହ ପାଇଁ ହିତକାରକ |
ୱାଟା ନୀରେଣ୍ଡି ଗାଣ୍ଡିସେଲୁ ନେଗି |

ଅଷ୍ଟମ
ଆଠ
ମୋ ବଡ ଭଉଣୀ ଅଷ୍ଟମ ଶ୍ରେଣୀରେ ପଢେ |
ନାଙ୍ଗେ ଦେରାଡି ଆଠ ଶ୍ରେଣୀ ପଡିଆଇନେ |

ଅନୁସାରେ
ଡେଃଙ୍ଗି
ଉଚ୍ଚତା ଅନୁସାରେ ଛିଆ ହୁଅ |
ପ୍‍ ଡସାମାନି ଡେଃଙ୍ଗି ନିସାଦୁ |

ଅନ୍ତନଳୀ
ଟୂଟୁ ବାହି
ଅନ୍ତନଳୀ ସଫା ରଖିବାକୁ ଯଥେଷ୍ଟ ପାଣି ଆବଶ୍ୟକ |
ଟୂଟୁ ବାହି ଟିକ୍‍ନା ଇଟାସେଲୁ ଗାମେ ସିରୁ ଲୂଡା |

ଅନାଇବା
ବାଟାଡେଃଙ୍ଗି ଗୁରୁଡି
ଭିକାରୀଟା କକ୍ଷପଥ ଅଣ୍ଡାକୃତି ଅଟେ |
ପୁର୍ତି ତ୍ରେବିନାରି ପାହେରି ବାଟାଡେଃଙ୍ଗି ଗୁରୁଡି |

ଅନ୍ଧାର
ଆନ୍ଦାରି
ଅନ୍ଧାର ରାତିରେ ଚୋର ଭୟ ଥାଏ |
ଆନ୍ଦାରିଆ ପ୍‍ ଡେକରାଙ୍ଗାନି ଆଜି ମାଞ୍ଜାଦୁଃନେ |


logo